ସରିଲା ସସପେନ୍ସ : ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ଯିବେ ରାଜ୍ୟସଭା
ଭୁବନେଶ୍ବର(କେନ୍ୟୁଜ୍): ସରିଲା ରାଜ୍ୟସଭା ସସପେନ୍ସ । ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ଯିବେ ରାଜ୍ୟସଭା । ଏମାନଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ନେତା ତଥା ପୂର୍ବତନ ଏଜି ଅମର ପଟ୍ଟନାୟକ ରାଜ୍ୟସଭା ଯିବେ । ଅମର ପଟ୍ଟନାୟକ…