Browsing Tag

rajya sabha

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଆଜି ଅପରାହ୍ନରେ ତିନି ପ୍ରାର୍ଥୀଙ୍କୁ ଦିଆଯିବ ରାଜ୍ୟସଭା ସାର୍ଟିଫିକେଟ। ଓଡିଶାରେ ତିନି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ୩ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି ।…

ସୁରଟର ହୀରା ବ୍ୟବସାୟୀ ଗୋବିନ୍ଦ ଢୋଲକିଆଙ୍କୁ ରାଜ୍ୟସଭା ପଠାଇବ ବିଜେପି, ରାମ ମନ୍ଦିର ପାଇଁ ଦାନ କରିଥିଲେ ୧୧ କୋଟି…

ଗୁଜରାଟର ସୁରଟ ସହର 'ଡାଇମଣ୍ଡ ସିଟି' ନାମରେ ଦେଶ, ଦୁନିଆରେ ଜଣାଶୁଣା । ଏହି ଡାଇମଣ୍ଡ ସିଟିର ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିଆଙ୍କୁ ବିଜେପି ରାଜ୍ୟସଭା ପାଇଁ ମନୋନୀତ କରିଛି । ବିଜେପି ଗୁଜରାଟରେ ଖାଲି ହୋଇଥିବା ରାଜ୍ୟସଭାର ୪ଟି ଆସନ ପାଇଁ ଗୋବିନ୍ଦ ଭାଇ ଢୋଲକିଆଙ୍କୁ ପ୍ରାର୍ଥୀ…

ସ୍ୱାତୀ ମାଲିଓ୍ଵାଲ ହେବେ AAPର ରାଜ୍ୟସଭା ପ୍ରାର୍ଥୀ, ସଞ୍ଜୟ ସିଂ ମଧ୍ୟ ଜେଲ୍‌ରୁ ଦାଖଲ କରିବେ ନାମାଙ୍କନ

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ସୁଶୀଲ କୁମାର ଗୁପ୍ତାଙ୍କ ଜାଗାରେ ମାଲିଓ୍ଵାଲଙ୍କୁ ରାଜ୍ୟସଭା ଟିକେଟ୍‌ ଦିଆଯାଇଛି। ପାର୍ଟି ପୁଣିଥରେ ନିଜ ରାଜ୍ୟସଭା ସାଂସଦ…

କ୍ରିମିନାଲ କୋଡ୍ ବିଲ୍ ରାଜ୍ୟସଭାରେ ପାସ୍

ରାଜ୍ୟସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ଓ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍-୨୦୨୩। ବିରୋଧୀ ସାଂସଦଙ୍କ ଅନୁପସ୍ଥିତିରେ ଏହି ତିନିଟି ବିଲ୍ ପାରିତ ହୋଇଛି। ବ୍ରିଟିଶ ଶାସନ କାଳରେ ପ୍ରଣୟନ ହୋଇଥିବା ଆଇପିସି 1860,…

ଲୋକସଭା ପରେ ରାଜ୍ୟସଭାରୁ ୪୫ ବିରୋଧୀ ସାଂସଦ ସସ୍‌ପେଣ୍ଡ

ଲୋକସଭା ପରେ ରାଜ୍ୟସଭାରୁ ୪୫ ବିରୋଧୀ ସାଂସଦଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ପ୍ରମୋଦ ତିୱାରୀ, ଜୟରାମ ରମେଶ, କେସି ଭେନୁଗୋପାଳ, ରାମନାଥ ଠାକୁର, ମନୋଜ ଝା, ରାମଗୋପାଳ ଯାଦବ, ଜାଭେଦ ଅଲି ଖାନ, ମହୁଆ ମାଜି, ଶାନ୍ତନୁ ସେନ ପ୍ରମୁଖ…

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ, ରାଷ୍ଟ୍ରପତିଙ୍କ ସ୍ବୀକୃତିକୁ ଅପେକ୍ଷା

ସର୍ବ ସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍ କୁ ରାଜ୍ୟସଭାର ଅନୁମୋଦନ ମିଳିଛି । ରାଜ୍ୟସଭାରେ ବିଲ୍ କୁ ନେଇ ହୋଇଥିବା ଭୋଟିଂରେ, ଏହା ସପକ୍ଷରେ ୨୧୫ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ କୌଣସି ଭୋଟ୍ ପଡ଼ିନଥିଲା । ବିଲ୍ କୁ ରାଜ୍ୟ ସଭାରେ ମଧ୍ୟ ସମର୍ଥନ କରିଛି ବିଜେଡି। ପାର୍ଲାମେଣ୍ଟର ଉଭୟ ଗୃହରେ…

ସଂସଦ ଅଧିବେଶନର ଆଜି ୪ର୍ଥ ଦିନ : ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ : ଲୋକସଭାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ ପାସ। ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ଦିନ ତମାମ ବିତର୍କ ପରେ ଗତକାଲି ନାରୀ ଶକ୍ତି ବନ୍ଦନ ବିଧେୟକ ପାରିତ ହୋଇଛି । ବିଲ୍ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା…

ନକଲି ଦସ୍ତଖତ ମାମଲାରେ ଆପ୍‌ ସାଂସଦ ରାଘବ ଚଢ଼ା ରାଜ୍ୟସଭାରୁ ନିଲମ୍ବିତ

ନକଲି ଦସ୍ତଖତ ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ରାଜ୍ୟସଭାରେ ରାଘବ ଚଢ଼ାଙ୍କ ବିରୋଧରେ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଗୃହରେ ତାଙ୍କ ଆଚରଣକୁ ବହୁତ ନିନ୍ଦନୀୟ ବୋଲି କୁହାଯାଇଛି। ରାଜ୍ୟସଭାରେ ବିଜେପି ସାଂସଦ ପୀୟୁଷ…

ରାଜ୍ୟସଭା ଅଧ୍ୟକ୍ଷଙ୍କ ଉପରେ ରାଗିଗଲେ ଟିଏମ୍‌ସି ସାଂସଦ ଡେରେକ୍‌ ଓ’ ବ୍ରାୟନ୍‌, ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ…

ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଡେରେକ୍‌ ଓ’ ବ୍ରାୟନ୍‌ ନିଲମ୍ବିତ। ତାଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଦିଲ୍ଲୀ ସେବା ବିଲ୍‌ ଉପରେ ବିତର୍କ ସମୟରେ ସାଂସଦ ବ୍ରାୟନ୍‌ ଗୃହରେ ଚିତ୍କାର କରିବା ଆରମ୍ଭ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ତଥା…

ରାଜ୍ୟସଭାରେ ଉପସ୍ଥାପିତ ହେଲା ଦିଲ୍ଲୀ ସେବା ବିଲ୍‌

ରାଜ୍ୟସଭାରେ ସୋମବାର ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍ (ଦିଲ୍ଲୀ ଅର୍ଡିନାନ୍ସ ବିଲ୍)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବିଲ୍ ଉପରେ ଗୃହରେ ଆଲୋଚନା ହୋଇଥିଲା। ତେବେ ଗୃହର ପ୍ରକ୍ରିୟା ଚାଲୁହେବା ପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ତରଫରୁ ତିନି ଧାଡ଼ିଆ…

ରାଜ୍ୟସଭାର ୧୯ ବିରୋଧୀ ସାଂସଦ ସପ୍ତାହ ଯାଏଁ ନିଲମ୍ୱିତ, ଗୃହ କାର୍ଯ୍ୟରେ ବାଧା ଦେବାରୁ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭା । ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପାଇଁ ୧୯ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ଜିଏସଟି ଓ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା…

ପିଟି ଉଷାଙ୍କ ସହ ଏହି ୩ ମହାନ୍ ବ୍ୟକ୍ତି ଯିବେ ରାଜ୍ୟସଭା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ଦୌଡ଼ରାଣୀ ପିଟି ଉଷାଙ୍କ ସହ ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ତାଙ୍କ ସହ ସଙ୍ଗୀତକାର ଇଲେୟାରାଜା, ଫିଲ୍ମର କାହାଣୀ ଲେଖକ ଭି. ରାଜେନ୍ଦ୍ର ପ୍ରସାଦ ଗାରୁ ଏବଂ ବୀରେନ୍ଦ୍ର ହେଗଡେଙ୍କୁ ସଂସଦର ଉଚ୍ଚସଦନକୁ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ…