‘କ୍ଷମା ମାଗି ନିଅନ୍ତୁ ସଲମାନ ଖାନ, ଲରେନ୍ସ ଜଣେ ଘୃଣ୍ୟ ମଣିଷ…’, ଏପରି କହିଲେ ଚାଷୀ ନେତା ରାକେଶ…
ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କଠାରୁ ଲଗାତାର ଧମକ ମିଳୁଛି । ଏହାକୁ ନଜରରେ ରଖି ଅଭିନେତାଙ୍କ ଆଖାପାଖର ସୁରକ୍ଷାକୁ କଡ଼ାକଡ଼ି କରି ଦିଆଯାଇଛି । ଆକ୍ଟରଙ୍କ ସ୍ଥିତିକୁ ଦେଖି ସିଙ୍ଗର ଅନୁପ ଜଲୋଟା ତାଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇଥିଲେ । ଏବେ ଚାଷୀ…