Browsing Tag

rakhi as per zodiac sign

କେଉଁ ରାଶିର ବ୍ୟକ୍ତି ବିଶେଷ ପିନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଜାଣି ରଖନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତିଟି ରାଶିର ଏକ ଲକି କଲର ଥାଏ । ବିଶ୍ୱାସ ରହିଛିଯେ ଯଦି ଏହି ଲକି ରଙ୍ଗକୁ ନିଜ ସହିତ ରଖାଯାଏ ତେବେ ବ୍ୟକ୍ତିଙ୍କ ସହିତ ସବୁକିଛି ଭଲ ହୋଇଥାଏ ।  ଆଉ ଯଦି ରାକ୍ଷୀ ଦିନ ଭଉଣୀ ମାନେ ନିଜ ଭାଇଙ୍କ ହାତରେ ସେମାନଙ୍କ ରାଶି ଅନୁଯାୟୀ ଲକି କଲରର ରାକ୍ଷୀ ବାନ୍ଧନ୍ତି…