Browsing Tag

rakhi purnima

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ମିଳିବ ଏକକାଳୀନ କିସ୍ତି

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ମିଳିବ। ସୁଭଦ୍ରା ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ପୂର୍ବରୁ ୨୦୨୬-୨୦୨୭ ବର୍ଷରେ ନୂଆ ୩ ଲକ୍ଷ…

ରାକ୍ଷୀରେ ଦୁନିଆ ଛାଡ଼ି ଚାଲିଗଲା ଭାଇ, କାନ୍ଦି କାନ୍ଦି ବେହାଲ ଭଉଣୀ

ଭୁବନେଶ୍ୱର: ଭାଇ ତୋ ହାତରେ ଏଥର ରାକ୍ଷୀ ବାନ୍ଧିଲେ ମୋତେ ଗୋଟିଏ ଭଲ ଡ୍ରେସ ଦେବୁ, ଆଉ ଗୋଡ଼କୁ ପାଉଁଜି ହଳେ ଆଣିବୁ । କ'ଣ ମୋ କଥା ଶୁଣି ପାରୁନୁ । ନା ତୁ କାହିଁକି ଶୁଣିବୁ ତୋତେ ଦେବାକୁ ପଡିବ ବୋଲି ତ କୁଆଡେ ପଳାଇ ଗଲୁ । ଏହି ଭଳି କହି ମାଆକୁ ଜାବୁଡି ଧରି କାନ୍ଦୁଛି ଭଉଣୀ । ରାତି ପାହି…

ଅଧାରେ ରହିଗଲା ରକ୍ଷା ବନ୍ଧନ, ବାପ ଛେଉଣ୍ଡ ହୋଇଗଲେ ଦୁଇ ପିଲା

ଆଠଗଡ଼: ବାହୁନି ବାହୁନି କାନ୍ଦୁଛି ସୁଖ ଦୁଃଖର ସାଥୀ । ସବୁଦିନ ପାଇଁ ଚାଲିଗଲା ସାରା ଜୀବନର ଖୁସି । କାହିଁକି ନା ବାପ ଛେଉଣ୍ଡ ହୋଇଗଲେ ଦୁଇ ପିଲା । ରାକ୍ଷୀ ପାଇଁ ସବୁଆଡ଼େ ଖୁସିର ମାହୋଲ ଥିବାବେଳେ ଏ ପରିବାର ଉପରେ ଦୁଃଖର କଳା ବାଦଲ ଖେଳିଯାଇଛି । କେତେ ଖୁସିରେ ଘରକୁ ଫେରୁଥିଲେ ସୁଦାମ…

ଯାଜପୁର : ଶ୍ରୀଜଗନ୍ନାଥ ମନ୍ଦିରରେ ରକ୍ଷାବନ୍ଧନ, ପାଟରା ସମାଜ ଦ୍ୱାରା ବିଶେଷ ରାକ୍ଷୀ ସେବା

ଯାଜପୁର: ଆଜି ଯାଜପୁର ଟାଉନ ସ୍ଥିତ ବହୁ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ରକ୍ଷାବନ୍ଧନ ଅବସରରେ ଏକ ବିଶେଷ ଧାର୍ମିକ ସେବା ଅନୁଷ୍ଠିତ ହୋଇଥିଲା ।  ଏହି ପବିତ୍ର କାର୍ଯ୍ୟକ୍ରମରେ ପାଟରା ସେବକ ସଂଘଠନ ଓ ଯାଜପୁର ଜିଲ୍ଲାର ଚଇନପୁର ବିଦ୍ୟାଧର ପୁର ଖଇରାବାଦ କୁନିଦା ମଙ୍ଗଳପୁରର ପାଟରା ସମାଜ…

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ, କାଳିଆ ବଳିଆଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ…

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର…

ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ଉଭଣୀର ସ୍ନେହର ଡୋରି

ଜରୁରୀ ନୁହେଁ ଯେ, ଭଉଣୀ କେବଳ ନିଜ ଭାଇଙ୍କୁ ହିଁ ରାକ୍ଷୀ ବାନ୍ଧିଥାଏ । ଯାହା ପାଖରେ ନିଜକୁ ସୁରକ୍ଷା ମନେ କରିଥାଏ ତା ହାତରେ ରାକ୍ଷୀ ବାନ୍ଧିଥାଏ ଉଭଣୀ । ଏହି ପବିତ୍ର ଦିନରେ ସଦାବେଳେ ଭାଇର ମଙ୍ଗଳକାମନା କରିଥାଏ ଉଭଣୀ । ଆଉ ଭାଇ ପ୍ରତ୍ୟେକ କ୍ଷେତ୍ରରେ ନିଜ ଭଉଣୀକୁ ସୁରକ୍ଷା ଦେବ ବୋଲି…

ପୋଲିସ ଓ ଶିକ୍ଷକଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ଛୁଆ, ବିଭିନ୍ନ ଶସ୍ୟରୁ ନିଜ ହାତରେ ତିଆରି କରିଛନ୍ତି ରାଖୀ

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ସେଥିପାଇଁ ସବୁଠି ଉତ୍ସବର ମାହୋଲ । ଗାଁ ଠୁ ସହର ଚଳଚଞ୍ଚଳ । ଏନେଇ ଭାଇ ଭଉଣୀମାନଙ୍କ ମଧ୍ୟରେ ଦେଖାଦେଇଛି ବେଶ୍‌ ଉତ୍ସାହ ଓ ଉଦ୍ଦୀପନା । ଭାଇ ଭଉଣୀ ପ୍ରେମ ହେଉଛି ଯୁଗେ ଯୁଗେ ପବିତ୍ର ଓ ଅତୁଟ । ଭାଇଟିଏ ନିଜ ଭଉଣୀର ରକ୍ଷା କରିବା ପାଇଁ ନିଜକୁ ମଧ୍ୟ…

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା, ମହାପ୍ରଭୁଙ୍କ ପ୍ରସ୍ତୁତ ହେଉଛି ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ

ପୁରୀ : ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ।  ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ…

ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା, ବଞ୍ଚିତ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା ।  ରାସନକାର୍ଡ ଓ ଇନକମରେ ତାଳମେଳ ଖିଲାପ ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି ।  ମାର୍ଚ୍ଚ ୩୧ ପରେ ହେବ ୱାନ୍ ଟୁ ୱାନ ସର୍ଭେ।  ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି । …

ଆଜି ରାତିରେ ଦେଖନ୍ତୁ ଜହ୍ନକୁ, ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ

ଆଜି ରାଖୀ ପୂର୍ଣ୍ଣିମାରେ ମହାକାଶରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ । ଆକାଶରେ ଚନ୍ଦ୍ରର ଆଲୋକ ୩୦ ପ୍ରତିଶତ ଅଧିକ ରହିବ ଏବଂ ଚନ୍ଦ୍ର ନିଜେ ୧୪ ପ୍ରତିଶତ ବଡ଼ ଦେଖାଯିବ । ଏହାର ଅର୍ଥ, ଆକାଶରେ କେବଳ ଚନ୍ଦ୍ର ନୁହେଁ, ବରଂ ଆଜି ଉଭା ହେବ ସୁପରମୁନ୍ । ଏହାକୁ ବ୍ଲୁ ସୁପରମୁନ୍ ଏବଂ…

ପ୍ରଧାନମନ୍ତ୍ରୀଙ୍କ ହାତରେ ସ୍ନେହର ଡୋରି ବାନ୍ଧିଲେ ସ୍କୁଲ ଛାତ୍ରୀ, ରାଖୀରେ ରହିଛି ମା’ଙ୍କ ସହିତ ମୋଦିଙ୍କର ଖାସ୍‌…

ପବିତ୍ର ରାଖୀ ପୂର୍ଣ୍ଣିମା ପାଇଁ ଆଜି ସାରା ଦେଶ ଉତ୍ସବମୁଖର । ଏହି ଅବସରରେ ସ୍କୁଲ ଛାତ୍ରୀମାନେ ପିଏମ୍‌ ବାସଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ସ୍ନେହର ଡୋରି ବାନ୍ଧିଛନ୍ତି । ଛାତ୍ରୀମାନେ ପିଏମ୍‌ଙ୍କ ହାତରେ ଯେଉଁ ରାଖୀ ବାନ୍ଧିଛନ୍ତି, ସେଥିରେ ରହିଛି ତାଙ୍କ…

ଜନ୍ମରୁ ନାହିଁ ଦୃଷ୍ଟିଶକ୍ତି, ଭାଇଙ୍କ ଆଖିରେ ଦୁନିଆ ଦେଖୁଛି ଦୃଷ୍ଟି ଦିବ୍ୟାଙ୍ଗ ଇପ୍ସିତା

ମୟୁରଭଞ୍ଜ: ଗୁଲୁଗୁଲିଆ ଝିଅଟିଏ । ନାଆଁଟି ତାର ଇପ୍ସିତା । ବୟସ ମାତ୍ର ୭ ବର୍ଷ । ହେଲେ ଭଗବାନଙ୍କର କି ଲୀଳା କେଜାଣି ଜନ୍ମରୁ ତାକୁ ଆଖି ଦେଇ ନାହାନ୍ତି । ତଥାପି ଜୀବନ ଯୁଦ୍ଧରେ ଜିତିବା ପାଇଁ ଛୋଟ ବେଳୁ ସଂଗ୍ରାମ କରିଚାଲିଛି । କେବେବି ନିଜକୁ କାହା ଠାରୁ କୌଣସି ଗୁଣରେ କମ ଭାବି…