Odisha News
.
Browsing Tag

rakhi sawant

ଆଜି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ ବାର୍ଥ ଡେ, ଜାଣନ୍ତୁ ତାଙ୍କ ଷ୍ଟ୍ରଗଲ୍‌ ଲାଇଫ୍‌ ବିଷୟରେ କିଛି ଅଜଣା କଥା

ରାକ୍ଷୀ ସାଓ୍ଵନ୍ତ କୌଣସି ନା କୌଣସସି କେଣ୍ଟ୍ରୋଭର୍ସିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କାରଣରୁ ତାଙ୍କୁ କଣ୍ଟ୍ରୋଭର୍ସି କୁଇନ୍‌ କୁହାଯାଇଥାଏ। ରାକ୍ଷୀ ସାଓ୍ଵନ୍ତ ନିଜ ଦମ୍‌ରେ ହିଁ ବଲିଉଡ୍‌ ରେ ଭିନ୍ନ ସ୍ଥାନ ହାସଲ କରିପାରିଛନ୍ତି। ରାକ୍ଷୀ ଜଣେ ଭଲ ଡ୍ୟାନ୍ସର ସହ କ୍ୟାମେରାକୁ…

ସରୁନି ରାକ୍ଷୀଙ୍କ ଡ୍ରାମା, ପୁଣି ଶେୟାର କଲେ ଟପ୍‌ଲେସ୍‌ ଭିଡିଓ, ସୋସିଆଲ ମିଡିଆରେ ହେଲା ଭାଇରାଲ

ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ଫଟୋ ଏବଂ ବୋଲ୍ଡ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାକ୍ଷୀ କିଛି ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ଟେପ୍‌ଲେସ୍‌ ନଜର ଆସୁଛନ୍ତି। ତେବେ ଫ୍ୟାନ୍ସଙ୍କୁ ଏହି ଭିଡିଓ ଖୁବ୍‌ ପସନ୍ଦ ଆସୁଛି। ରାକ୍ଷୀ…

ବେଡ୍‌ରୁମ୍‌ ଭିଡିଓ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ, ଏମିତି କହି ଟ୍ରୋଲ୍‌ କଲେ ୟୁଜର

ଡ୍ରାମା କୁଇନ୍‌ ଭାବେ ପରିଚିତ ରାକ୍ଷୀ ସାଓ୍ଵନ୍ତ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିବାକୁ କିଛି ନା କିଛି କାମ କରିଥାନ୍ତି। ସେ ଭଲ ହେଉ ବା ଖରାପ ତାଙ୍କୁ ସେଥିରେ କୌଣସି ଫରକ ପଡ଼ିନଥାଏ। ଗତ କିଛି ଦିନ ହେବ ରାକ୍ଷୀ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଜଣେ ଏନ୍‌ଆରଆଇ ବିଜ୍‌ନେସ୍‌…

କଣ ସତରେ ହୋଇଛି ରାଖୀ ସାୱନ୍ତଙ୍କ ବିବାହ ? ପତି ରିତେଶ ଦେଲେ ପ୍ରଥମ ଇଣ୍ଟରଭିୟୁ

ବଲିଉଡର ଡ୍ରାମା କୁଇନ ରାଖୀ ସାୱନ୍ତଙ୍କ ଜୀବନ ଅନେକ ପ୍ରକାର ଡ୍ରାମା ଓ ବିବାଦରେ ଭରି ରହିଛି । ମିକା ସିଂହଙ୍କ ବାର୍ଥଡେ ପାର୍ଟିରେ କିସ ବିବାଦ ଠାରୁ ନେଇ ରିୟାଲିଟି ଶୋରେ ସ୍ୱୟଂମ୍ବର କରି ବିଦେଶୀ ବରକୁ ବିବାହ କରିବା ପର୍ଯ୍ୟନ୍ତ ରାଖୀ ସାୱନ୍ତଙ୍କ ଜୀବନରେ ଅନେକ ଘଟଣା ଘଟିଯାଇଛି । ଗତ…

ରାକ୍ଷୀ ସାଓ୍ଵନ୍ତ ଭିଡିଓରେ ପ୍ରଥମେ ଦେଖାଇଲେ ସ୍ୱାମୀ, ଆଉ ଏବେ କହୁଛନ୍ତି ମୁଁ ମା’ ହେବାକୁ ଯାଉଛି !

ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ଫ୍ୟାନ୍ସଙ୍କ ସହିତ ଲୁଚାଲୁଚି ଖେଳ ଖେଳୁଛନ୍ତି। ନିକଟରେ ସେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଟାସ୍କ ଦେଇଥିଲେ ମୋର ସ୍ୱାମୀ ଚିହ୍ନ। ସେହିପରି ସେ ଆଉ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଗତ କିଛି ଦିନରେ ରାକ୍ଷୀ ସାଓ୍ଵନ୍ତ ନିଜ ଫ୍ୟାନଙ୍କୁ…

ପୁଣି ଭିଡିଓ ସେୟାର କରି ଫ୍ୟାନ୍‌ଙ୍କୁ କନଫ୍ୟୁଜ୍‌ କଲେ ରାକ୍ଷୀ, କହିଲେ ମୋ ସ୍ୱାମୀଙ୍କୁ ଚିହ୍ନ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ସ୍ୱାମୀ ରିତେଶଙ୍କ ଫଟୋ ଫ୍ୟାନ୍‌ଙ୍କ ସହ ସେୟାର କରିଛନ୍ତି। ମାତ୍ର ଏଥିରେ ବି ସେ ଏକ ଟ୍ଵିଷ୍ଟ ରଖିଛନ୍ତି। ଫ୍ୟାନ୍‌ମାନଙ୍କ ମଧ୍ୟରେ ରାକ୍ଷୀଙ୍କ ସ୍ୱାମୀଙ୍କୁ ନେଇ ଏବେ ବି ସସ୍‌ପେନ୍ସ ରହିଛି। ରାକ୍ଷୀ ରିତେଶ ନାମକ ଜଣେ ଏନ୍‌ଆରଆଇଙ୍କୁ ବିବାହ କରିଥିବା…

ସ୍ୱାମୀଙ୍କ ଠାରୁ ଦୂରରେ ରହିବାକୁ ବରଦାସ୍ତ କରିପାରୁନାହାନ୍ତି ରାକ୍ଷୀ ସାଓ୍ଵନ୍ତ, କାନ୍ଦି କାନ୍ଦି ଭିଡିଓ କଲେ ସେୟାର

ରାକ୍ଷୀ ସାଓ୍ଵନ୍ତ ଏବେ ବହୁତ ଚିନ୍ତାରେ ଅଛନ୍ତି। ଆପଣ ଭାବୁଥିବେ ଏବେ ପୁଣି ଡ୍ରାମା କୁଇନ ରାକ୍ଷୀ ସାଓ୍ଵନ୍ତଙ୍କର କଣ ହେଲା। ରାକ୍ଷୀଙ୍କର ଚିନ୍ତାର କାରଣ ହେଉଛି ତାଙ୍କ ବିବାହ। କୁହାଯାଉଛି ରାକ୍ଷୀଙ୍କୀ ବିବାହ ଏବେ ବହୁତ ସମସ୍ୟାରେ ରହିଛି। ସେ ଏବେ ଯେଉଁଭଳି ସବୁ ଭିଡିଓ ସୋସିଆଲ ମିଡିଆରେ…

ଜାଣନ୍ତୁ କିପରି ରହିଛି ଶାଶୁ ଶ୍ଵଶୁରଙ୍କ ସହ ରାକ୍ଷୀଙ୍କ ସମ୍ପର୍କ ଏବଂ କେଉଁ କାରଣରୁ ଦୁନିଆଠାରୁ ନିଜ ପତିଙ୍କୁ ଲୁଚାଇ…

ରାଖୀ ସାୱନ୍ତଙ୍କ ପତି ରିତେଶ ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛନ୍ତି । ଯେବେଠାରୁ ରାଖୀ ବିବାହ କରିଛନ୍ତି ସେବେଠାରୁ ତାଙ୍କ ବିବାହ ଓ ସ୍ୱାମୀଙ୍କୁ ନେଇ ସେ ଚର୍ଚ୍ଚାରେ ରହିଆସିଛନ୍ତି । କାରଣ ରାଖୀଙ୍କ ପତି କିଏ ଓ ସେ କିପରି ଏହା ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।…

ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ବଡ ଖବର, ଏମିତି ଅଫର ଦେଲେ ଏହି ଆକ୍ଟ୍ରେସ୍

ପଶ୍ଚିମବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଦିନକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ସଫଳତାର ପାହାଚ ଚଢିବାକୁ ଲାଗିଛନ୍ତି । ରାନୁ ମଣ୍ଡଳଙ୍କର ଏକ ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରିଦେଇଛି । ତାଙ୍କ ଗୀତ ଶୁଣି ବଲିଉଡ୍ ଆକ୍ଟର ତଥା ସିଙ୍ଗର ହିମେଶ…

ଦିପକ୍ କଲାଲଙ୍କୁ ଏମିତି ମାଡ ମାରିଲେ ରାକ୍ଷୀଙ୍କ ନଣନ୍ଦ, ଦେଖନ୍ତୁ ଭିଡିଓ

ରାକ୍ଷୀ ସାୱନ୍ତ ଏମିତି କିଛି ନା କିଛି କାଣ୍ଡ କରିଥାନ୍ତି ଯେଉଁଥି ପାଇଁ ସେ ଆଲୋଚନାର ପରିସରକୁ ଟାଣି ହୋଇଆସିଥାନ୍ତି । କିନ୍ତୁ ଏଥର ରାକ୍ଷୀ ସାୱନ୍ତ ନୁହେଁ ବରଂ ତାଙ୍କ ବନ୍ଧୁ ଦିପକ କଲାଲ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଯାହାକୁ କେବେ ରାକ୍ଷୀ ବିବାହ କରିବାକୁ କହୁଥିଲେ ।…

ଭାଙ୍ଗିଗଲା ରାକ୍ଷୀ ସାୱନ୍ତଙ୍କ ବିବାହ? ସେୟାର କଲେ କାନ୍ଦିବାର ଫଟୋ

ନିଜର ଅଜବ-ଗଜବ କାରନାମାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ୍ତ ଏବେ ନିଜର ବିବାହକୁ ନେଇ ଜବରଦସ୍ତ ଆଲୋଚନାର ପରିସରକୁ ଚାଲିଆସିଛନ୍ତି । ରାକ୍ଷୀ ୨୮ ଜୁଲାଇରେ ବିବାହ ତ କରିଥିଲେ ଏହା ସହ ବୋହୂ ବେଶର ଫଟୋ ମଧ୍ୟ ସେୟାର କରିଥିଲେ । ହେଲେ ନିଜର ସ୍ବାମୀଙ୍କର ଗୋଟିଏ ବି ଫଟୋ…

ରାକ୍ଷୀଙ୍କ ବିବାହ ପରେ ମୁହଁ ଖୋଲିଲେ ଦୀପକ କଲାଲ, କହିଲେ ୪ କୋଟି ଟଙ୍କା ଫେରାଅ ନଚେତ୍ . . . . . .

କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ରାକ୍ଷୀ ନିଜର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ ବରଂ ଦୀପକ କଲାଲଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ରାକ୍ଷୀଙ୍କର ଗୁପଚୁପ୍ ବିବାହ କରିବାର ଖବର ଶୁଣିବା ପରେ ଦୀପକ କଲାଲ ରାକ୍ଷୀଙ୍କ ପ୍ରତି ନିଜର…