ଯାଜପୁର ବ୍ଲକ ଚଇନିପୁର ଗାଁ ଅଖାଘରସାହିରେ ଗହ୍ମା ପୂର୍ଣ୍ଣିମାକୁ ନେଇ ଚଳଚଞ୍ଚଳ ପରିବେଶ
ଯାଜପୁର : ଯାଜପୁର ବ୍ଲକ ଚଇନିପୁର ଗାଁ ଅଖାଘରସାହିରେ ଗହ୍ମା ପୂର୍ଣ୍ଣିମାକୁ ନେଇ ଚଳଚଞ୍ଚଳ ପରିବେଶ। ଜଗନ୍ନାଥଙ୍କ ପାଟବଂଶୀ ସେବକ ବା ପଟରା ସମ୍ପ୍ରଦାୟଙ୍କ ଦ୍ବାରା ରାକ୍ଷୀ/ଗହ୍ମା ପୂର୍ଣ୍ଣିମା ରେ ପ୍ରଥମ ରାକ୍ଷୀ ଜଗନ୍ନାଥଙ୍କୁ ଲାଗି କରିବା ପରେ ଆରମ୍ଭ ହୁଏ ପାଞ୍ଚ ଦିନ ପାଇଁ ଗହ୍ମା ପର୍ବ ଓ…