ଫିଲ୍ମ ‘ରକ୍ଷାବନ୍ଧନ’ ପାଇଁ ଓଜନ ବଢ଼ାଇଲେ ଅକ୍ଷୟ!
ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଏକ ଫଟୋ ସୋସାଲ ମିଡିଆରେ ଭାଇରାଲ ହେଉଛି। ଅକ୍ଷୟ ତାଙ୍କ ବହୁପ୍ରତୀକ୍ଷିତ ସିନେମା ‘ରକ୍ଷାବନ୍ଧନ’ ପାଇଁ ୫ କିଲୋ ଓଜନ ବଢ଼ାଇଥିବା ଦାବି କରାଯାଉଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପା ଇଁ ସେ ୬ କିଲୋ ଓଜନ…