ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ରକ୍ଷାବନ୍ଧନ ଉପହାର, ୪୮ ଘଣ୍ଟା ମାଗଣା ବସ୍ ଯାତ୍ରା କରିପାରିବେ ରାଜ୍ୟର ମହିଳା
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷାବନ୍ଧନ ଉପଲକ୍ଷେ ମହିଳାମାନଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ରକ୍ଷାବନ୍ଧନ ଦିନ ୟୁପିର ସରକାରୀ ବସ୍ଗୁଡ଼ିକରେ ମହିଳାମାନେ ମାଗଣା ଯାତ୍ରା କରିପାରିବେ। ସିଏମ୍ ଯୋଗୀ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ଏ କଥା…