ରକ୍ତ ଚରିତ୍ର ଗ୍ୟାଙ୍ଗ୍ର ଭିଡିଓ ଭାଇରାଲ ଘଟଣା: ଘାଟିକିଆ ଅଞ୍ଚଳରୁ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍
ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ୍ର ଭିଡିଓ ଭାଇରାଲ ଘଟଣା। ଗ୍ୟାଙ୍ଗ୍ରେ ସଂପୃକ୍ତି ସନ୍ଦେହ ନେଇ ଘାଟିକିଆ ଅଞ୍ଚଳରୁ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ। ୪ଜଣ ଯୁବକଙ୍କୁ ପଚରାଉଚରା ବେଳେ ବୁବୁ ଜେନା ବିଷୟରେ ପୋଲିସକୁ ମିଳିଛି ବଡ ସୁରାକ୍।
କିଛି ଦିନ ପୂର୍ବରୁ…