ଜୟପୁର : ଥାଲାସେମିଆ ରୋଗୀଙ୍କୁ ରକ୍ତଦାନ ପାଇଁ AKS ଗ୍ରୁପର ଅଭିନବ ପ୍ରୟାସ ’ରକ୍ତପୋଷ୍ୟ’
ଜୟପୁର : ରକ୍ତପୋଷ୍ୟ ଏ ଶବ୍ଦଟି ସମସ୍ତଙ୍କୁ ଟିକେ ଅଲଗା ଲାଗୁଥିବ ନିଶ୍ଚୟ । ଜୟପୁର ସହରର କିଛି ଯୁବଗୋଷ୍ଠି ଆରମ୍ଭ କରିଛନ୍ତି ଏଭଳି ଉଦ୍ୟମ । ପ୍ରଥମେ ରକ୍ତଦାନ ଆଉ ତା ପରେ ରକ୍ତପୋଷ୍ୟ ଅର୍ଥାତ ଥାଲାସେମିଆ ଓ ସିକିଲିନ ଭଳି ରୋଗୀଙ୍କୁ ନିୟମିତଭାବେ ରକ୍ତ ଆବଶ୍ୟକ ପଡୁଥିବା ବେଳେ ଏହି…