Browsing Tag

rally

ତ୍ରିରଙ୍ଗା ବାଇକ୍‌ ର‍୍ୟାଲିରେ ଫୁଲ୍‌ ଜୋସ୍‌ରେ ନଜର ଆସିଲେ ବିଜେପି ମନ୍ତ୍ରୀ ଓ ସାଂସଦ, କିନ୍ତୁ ଯୋଗ ଦେଲେନି ଜଣେ ବି…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଆଜି ନୂଆଦିଲ୍ଲୀ ତ୍ରିରଙ୍ଗାମୟ ହୋଇଛି। ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ୍‌ ର‍୍ୟାଲି। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ପତାକା ଦେଖାଇ ଏହି ର‍୍ୟାଲି ଆରମ୍ଭ କରିଥିଲେ। ‘ହର ଘର ତ୍ରିରଙ୍ଗା’ ବାଇକ୍‌ ର‍୍ୟାଲି ଲାଲକିଲ୍ଲାରୁ ବିଜୟ ଚୌକ ଯାଏଁ…

ଭୁବନେଶ୍ୱର: ସାଲିଆ ସାହି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି, ଲୋୟର ପିଏମ୍‌ଜିରେ ହଜାର ହଜାର ବସ୍ତି ବାସିନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି । ୫ ହଜାରରୁ ଅଧିକ ଲୋକ ରାଲିରେ ସାଲିଆ ସାହିରୁ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଛନ୍ତି । ୨୦ରୁ ୩୦ ଫୁଟ ଜାଗାରେ ସ୍ଥାୟୀ ଥଇଥାନ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ବିଧାନସଭା ଘେରାଉ କରିବାକୁ…

ପୁରୀ : ସଂସ୍କୃତ ବଞ୍ଚାଅ ନାରାରେ ରାସ୍ତାକୁ ଓହ୍ଲାଇଛନ୍ତି ବିଦ୍ୟାର୍ଥୀ

ପୁରୀ : ସଂସ୍କୃତ ବଞ୍ଚାଅ ନାରାରେ ରାସ୍ତାକୁ ଓହ୍ଲାଇଛନ୍ତି ବିଦ୍ୟାର୍ଥୀ । ପୁରୀ ସଦାଶିବ ସଂସ୍କୃତ ଛାତ୍ର ସଂସଦ ପକ୍ଷରୁ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶାଳ ଶୋଭାଯାତ୍ରା କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସଂସ୍କୃତ ଭାଷାର ରକ୍ଷା ଏବଂ…