Browsing Tag

ram

ଏହି ସ୍ଥାନରେ ରାବଣ ପୋଡି ପାପ: ପାଳନ ହୁଏନି ଦଶହରା, ରହିଛି ଅନେକ କାରଣ

ଆଜି ହେଉଛି ବିଜୟାଦଶମୀ। ଆଜିର ଦିନରେ ଦାନବ ରାବଣଙ୍କୁ ମାରି ମାତା ସୀତାଙ୍କୁ ବନ୍ଦିରୁ ମୁକ୍ତ କରିଥିଲେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର। ତେଣୁ ଆଜିର ଦିନରେ ହିଁ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା। ତେଣୁ ଶୁଭ ଦଶହରା ବିଜୟାଦଶମୀରେ ଆଜି ଭାରତର ସବୁ ସ୍ଥାନରେ ହୁଏ ରାବଣ ପୋଡ଼ି।କିନ୍ତୁ ଭାରତର…

”ପ୍ରୋସେସର” ପାଇଁ ସ୍ଥିର ହୋଇଥାଏ ଆପଣଙ୍କ ସ୍ମାର୍ଟଫୋନ, ଜାଣନ୍ତୁ କାରଣ

ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ସବୁ କାମ ଫଟାଫଟ କରିବା ପାଇଁ ଫୋନ ଉପରେ ନିର୍ଭର କରିବାକୁ ପଡୁଛି। କାରଣ ଡିଜିଟାଲ ଯୁଗରେ ଏସବୁ କାମ ଅତି ସହଜରେ ହୋଇପାରୁଛି। ତେବେ ଆମ ଶରୀରରେ ସବୁ କାମ ଆମ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ମୋବାଇଲର ସବୁ କାମ ତାର ର‍୍ୟାମ ଉପରେ ନିର୍ଭର…

ଭଗବାନ ରାମଙ୍କ ବିଶ୍ରାମ ଓ ଭୋଳାନାଥଙ୍କ ନୃତ୍ୟର ମୂକସାକ୍ଷୀ ଏହି ପର୍ବତ

ଉତ୍ତର ପ୍ରଦେଶର ମହବା ଠାରେ ସ୍ଥିତ ଏକ ମନ୍ଦିର । କାନପୁର ସହର ନିକଟବର୍ତ୍ତୀ ଏହି ମନ୍ଦିରଟି ଗୋରଖ ଗିରି ପର୍ବତ ଉପରେ ଅବସ୍ଥିତ । ପ୍ରକୃତରେ ଏହା ମହାକାଳ ଶିବଙ୍କ ମନ୍ଦିର ହୋଇଥିଲେ ମଧ୍ୟ ଏହା ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣ, ଓ ଦେବୀ ସୀତା ଙ୍କର ସ୍ପର୍ଶ ତ୍ରେତୟା ପାଇଥିବା ବିଶ୍ୱାସ…

ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ବଦଳରେ ଶ୍ରୀରାମ ଥିଲେ କଣ ହୋଇଥାନ୍ତା, ୩ଟି ଘଟଣାରୁ ପାଆନ୍ତୁ ଜବାବ

ତ୍ରେତୟା ଯୁଗର ଶ୍ରୀ ରାମଙ୍କ ନୀତି ଓ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ନୀତିରେ ବହୁ ପ୍ରଭେଦ ଅଛି। ଜଣେ ଅନ୍ୟାୟ ଓ ଅନୀତିର କେବେ ବି ଆଶ୍ରୟ ନେଇନଥିବା ବେଳେ ଆଉ ଜଣେ କୌଣସି ମତେ ଜିତିବାକୁ ଚେଷ୍ଟା କରିଥାନ୍ତି ।  ଗୋଟେ ପକ୍ଷେ ରାମ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଥିବା ବେଳେ ଶ୍ରୀକୃଷ୍ଣ କିନ୍ତୁ…