ଅପମିଶ୍ରଣର ଶିକାର ହେଲେ ଖୋଦ୍ ଖାଦ୍ୟଯୋଗାଣ ମନ୍ତ୍ରୀ ରାମ ବିଲାଶ ପାଶୱାନ , ଦେଲେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ
ବର୍ତ୍ତମାନ ସମୟର ଖାଦ୍ୟପଦାର୍ଥର ଅନେକ ଅପମିଶ୍ରିତ ହେଉଥିବା ଖବର ପ୍ରତିଦିନ ଆସିବାରେ ଲାଗିଛି । ଯାହାକୁ ନେଇ ବହୁସଂଖ୍ୟାର ଗ୍ରାହକ ଖାଉଟି କଲ୍ୟାଣ ବିଭାଗରେ ମଧ୍ୟ ଅଭିଯୋଗ କରୁଛନ୍ତି। ହେଲେ ଏସବୁର କିଛି ସ୍ଥାୟୀ ସମାଧାନ ହେଉ ନାହିଁ। ଯାହା ଜନସାଧରଣଙ୍କ ପାଇଁ ଉଦବେଗର ବିଷୟ ହୋଇପଡିଛି।…