Browsing Tag

ram charan

ବର୍ଥ ଡେ ପାର୍ଟିରେ ଆଲୁ ଅର୍ଜୁନ ରାମ ଚରଣଙ୍କ ସହ ‘ନାଟୁ ନାଟୁ’ ସଙ୍ଗରେ କଲେ ଡ୍ୟାନ୍ସ, ଭାଇରାଲ ହେଉଛି ଫଟୋ

ରାମ ଚରଣ ତାଙ୍କ ପରିବାର ଏବଂ ‘ପୁଷ୍ପା ୨’ର ଅଭିନେତା ଅଲୁ ଅର୍ଜୁନଙ୍କ ସହ ବର୍ଥ ଡେ ପାର୍ରିରେ ମଜା କରୁଥିବା ଦେଖିବାକୁ ମିଳିଥିଲେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଲୁ ଅର୍ଜୁନ ତାଙ୍କ କଜନ୍‌ ବ୍ରଦର ରାମ ଚରଣଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଉଭୟ…

ଜନ୍ମଦିନ ପୂର୍ବରୁ ରାମ ଚରଣଙ୍କୁ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ଦେଲେ ବଡ଼ ସରପ୍ରାଇଜ୍‌, ସାମ୍ନାକୁ ଆସିଲା ଫିଲ୍ମର…

RRR ଅଭିନେତା ରାମ ଚରଣ ତାଙ୍କର ଅପ୍‌କମିଂ ଫିଲ୍ମ ପାଇଁ ବହୁତ ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ହୋଲି ମଉକାରେ ଏବଂ ରାମ ଚରଣଙ୍କ ଜନ୍ମଦିନ ପୂର୍ବରୁ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ରାମ ଚରଣଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି । ଯାହା…

ରାମଚରଣଙ୍କୁ ‘ଇଡଲୀ-ବଡା’ କହିଲେ ଶାହରୁଖ, ରାଗିଗଲେ ଫ୍ୟାନ୍ସ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ସମାରୋହ ଗୁଜରାଟ ଜାମନଗରରେ ୩ ଦିନ ଧରି ଚାଲିଛି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ସମାରୋହରେ ସମଗ୍ର ଦେଶ ଓ ବିଶ୍ୱର ଜଣାଶୁଣା ସେଲିବ୍ରିଟି ଯୋଗ ଦେଇଥିବା ବେଳେ ବଲିଉଡ ଠାରୁ ସାଉଥ ଷ୍ଟାର ମଧ୍ୟ ଯୋଗ ଦେଇଛନ୍ତି ।…

ସାଉଥ୍‌ଷ୍ଟାର ରାମଚରଣଙ୍କ ଘରେ ରାତ୍ରି ଭୋଜନ ପାଇଁ ପହଞ୍ଚିଲେ ସଲମାନ୍‌ ଖାନ୍‌, ସାଙ୍ଗରେ ଥିଲେ ପୂଜା ହେଗ୍‌ଡେ ଓ…

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ନିଜ ଅପ୍‌କମିଂ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ପାଇଁ ଏବେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ସୁଟିଂ ପାଇଁ ସଲମାନ୍‌ ଓ ତାଙ୍କ ପୂରା ଟିମ୍‌ ହାଇଦ୍ରାବାଦରେ ସମୟ କାଟୁଛନ୍ତି। ଏହି ସମୟ ଭିତରେ ସଲମାନ୍‌ ସାଉଥ୍‌ଷ୍ଟାର ରାମ ଚରଣଙ୍କ ଘରକୁ ଯାଇଛନ୍ତି।…

ଷ୍ଟାର ହେବ ତ ଏମିତି! RRR ସୁପରହିଟ୍‌ ହେବା ପରେ BSF ଯବାନଙ୍କୁ ନିଜ ଘର ତିଆରି ଖାଦ୍ୟ ଖୁଆଇଲେ ରାମଚରଣ

ଫିଲ୍ମ ଆର୍‌ଆର୍‌ଆର୍‌ ସୁପର ଡୁପର ହିଟ୍‌ ସାବ୍ୟସ୍ତ ହେବା ପରେ ରାମଚରଣ ଏବେ ପଞ୍ଜାବର ଅମୃତସର ଠାରେ ନିର୍ମାତା ଶଙ୍କରଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ମେଗା ପାଓ୍ଵାର ଷ୍ଟାର ରାମଚରଣ ବିନମ୍ର ଓ ଶାନ୍ତ ସ୍ୱଭାବ ପାଇଁ ଜଣାଶୁଣା। ନିକଟରେ ସେ ଖାସା ଏରିଆର ବିଏସ୍‌ଏଫ୍‌…

କୁକୁର ପାଇଁ ୪୧ ଦିନିଆ ବ୍ରହ୍ମଚର୍ଯ୍ୟ ବ୍ରତ ରଖିଛନ୍ତି ରାମଚରଣ, ଏୟାରପୋର୍ଟରେ ଖାଲି ପାଦରେ ଆସିଲେ ନଜର

ଆର୍‌ଆର୍‌ଆର୍‌ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ ୪୧ ଦିନ ଯାଏଁ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ସବରୀମାଲା ଅୟପ୍ପାଙ୍କୁ ମାନୁଥିବା ରାମଚରଣ ଯେତେବେଳେ ବି ସମ୍ଭବ ହୁଏ ୪୧ ଦିନିଆ ଅନୁଷ୍ଠାନ ଦୀକ୍ଷା ପାଳନ…

ହାପି ବାର୍ଥଡେ ରାମଚରଣ, ଜାଣନ୍ତୁ କେତେ ବର୍ଷରେ ପାଦ ଥାପିଲେ ସାଉଥର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ସୁପରଷ୍ଟାର ଆକ୍ଟର ରାମ ଚରଣ ଆଜି ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଆଉ ଏହାରି ଭିତରେ ଏବେ ସିନେମା ହଲରେ ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ଅଭିନୀତ ଫିଲ୍ମ RRR ମଧ୍ୟ ଧୂମ ମଚାଉଛି। ବାର୍ଥଡେ ମଉକାରେ ଫ୍ୟାନ୍ସ ଆରଆରଆରକୁ ବହୁତ ପସନ୍ଦ କରି ରାମଚରଣଙ୍କୁ ସୁନ୍ଦର ଉପହାର…

ରିଲିଜ ହେବା ପୂର୍ବରୁ ଟ୍ଵିଟରେ ଟ୍ରେଣ୍ଡ କରୁଛି #BoycottRRRinKarnataka, ଜାଣନ୍ତୁ କାହିଁକି

ରାମଚରଣ, ଜୁନିଅର ଏନଟିଆର, ଅଜୟ ଦେବଗଗନ ଏବଂ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ‘RRR’ ରିଲିଜ ହେବାକୁ ଆଉ ମାତ୍ର କିଛି ଘଣ୍ଟା ରହିଛି। ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ RRR ରିଲିଜ ହେବ। ଫିଲ୍ମ ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇ ରହିଛନ୍ତି। ଫିଲ୍ମ ମହାମାରୀ କରୋନା…

୨୦୨୨ ରେ ମାଇଥୋଲୋଜିକାଲ ଫିଲ୍ମ ର ବଡ ସ୍କ୍ରିନ ରେ ହେବ ବଡ ଧମାକା, ‘ବ୍ରହ୍ମାସ୍ତ୍ର’ ଠାରୁ ଆରମ୍ଭ କରି ‘ଆଦିପୁରୁଷ’…

୨୦୨୧ ଦର୍ଶକମାନଙ୍କ ସାମ୍ନାକୁ ଅନେକ ଭଲ ଭଲ ଫିଲ୍ମ ଓ ୱେବସିରିଜ ନେଇ ଆସିଛି । କୋଭିଡ କଟକଣା ମଧ୍ୟରେ ବି ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରି, ଫିଲ୍ମ ପ୍ରେମୀଙ୍କ ପାଇଁ ଅନେକ ପ୍ରକାରର ରୋମାଞ୍ଚକର ଫିଲ୍ମ ମନୋରଞ୍ଜନ ପାଇଁ ଦର୍ଶକଙ୍କ ସାମ୍ନାକୁ ଆଣିଛି । ଯାହାଦ୍ୱାରା କୋଭିଡ –୧୯ ର ଏତେ ଖରାପ ସମୟ…

ଦୁଇ ହିରୋଙ୍କ ଏଣ୍ଟ୍ରି ସିନର ବଜେଟ କେବଳ ୪୦ କୋଟି . . . ବାହୁବଳିକୁ ଟପିବ କି ରାଜାମୌଲିଙ୍କ ଏହି ସିନେମା ?

ଦେଶର ସମସ୍ତ ସିନେପ୍ରମୀଙ୍କ ହୃଦୟ ଏକ ଛାପ ହୋଇ ରହିଯାଇଛି ବ୍ଲକବଷ୍ଟର ଫିଲ୍ମ ବାହୁବଳି । ଗୋଟିଏ ପରେ ଗୋଟିଏ ରେକର୍ଡ ସହ ଏକାଧିକ ଆୱାର୍ଡ ନିଜ ନାଁରେ କରିଥିଲା ରାଜାମୌଲିଙ୍କ ଏହି ସିନେମା । ଏବେ ପୁଣି ଏକ ରେକର୍ଡ କରିବା ଲକ୍ଷରେ ରାଜାମୌଲିଙ୍କ ଆଉ ଏକ ସିନେମା ଆରଆରଆର୍ । ତେବେ ଫିଲ୍ମ କେଉଁ…

ବାହୁବଳିଠୁ ବଡ଼ ଫିଲ୍ମ କରୁଛନ୍ତି ରାଜାମୌଲୀ : ପୁଣି ଲାଗିବ ଆକ୍ସନ୍, ରୋମାଞ୍ଚ ଏବଂ ରୋମାନ୍ସର ତଡ଼କା, ଜାଣନ୍ତୁ କିଏ…

ପୁଣି ଥରେ ବଡ଼ ପରଦାରେ ହେବ ଧମାଲ୍ । ପୁଣି ଥରେ ସିନେମା ହଲ୍ ଆଗରେ ଟିକେଟ୍ ପାଇଁ ଲାଗିବ ଲମ୍ବା ଲାଇନ୍ । କାରଣ ମେଗା ବ୍ଲକବଷ୍ଟର୍ ଫିଲ୍ମ ବାହୁବଳି ପରେ ପୁଣି ଥରେ ଧମାକା କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ରାଜାମୌଲୀ । ଆଉ ଏଥର ପ୍ରଭାସଙ୍କ ସ୍ଥାନରେ ଜବରଦସ୍ତ ଆକ୍ସନ କରିବେ ସାଉଥର ଦୁଇ…