ରାମଗୋପାଳ ବର୍ମାଙ୍କ ନାଁରେ FIR, ସିଏମ୍ ଚନ୍ଦ୍ରବାବୁ ନାଇଡୁଙ୍କ ମର୍ଫେଡ୍ ଫଟୋ କରିଥିଲେ ପୋଷ୍ଟ
ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା ଆଜିକାଲି ନିଜର ଫିଲ୍ମ ପାଇଁ କମ୍, ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ଏବେ ରାମଗୋପାଳ ବର୍ମାଙ୍କୁ ନେଇ ଆଉ ଏକ ବିବାଦ ଦେଖାଦେଇଛି । ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ…