ଆସିଲା ଅପସରା-ରକ୍ଙ୍କ ଫିଲ୍ମ ‘ଥ୍ରୀଲର’ର ପ୍ରଥମ ପୋଷ୍ଟର, ଓଡିଆ ସମେତ ୯ଟି ଭାଷାରେ ରିଲିଜ ହେବ
ବଲିଉଡରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ଥିବା ଓଡିଆ ଯୋଡି ଅପସରା-ରକ୍ଙ୍କ ଫିଲ୍ମ ‘ଥ୍ରୀଲର’ ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଏ କମ୍ପାନି ପ୍ରଡକ୍ସନ ସାଉଥ୍ ପ୍ଲସ୍ ଏଣ୍ଟରଟେନମେଣ୍ଟ ନିବେଦିତ ଏନ୍ଏନ୍ଏନ୍ ସିରିଜ୍ ପରବର୍ତ୍ତୀ ଏହି ଫିଲ୍ମର ପୋଷ୍ଟରକୁ ନେଇ ଆଜି ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା…