ରାମ ମନ୍ଦିର ପାଇଁ ୧ କୋଟି ଦେଇଥିବା ମହନ୍ତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ଯଜ୍ଞ ଆୟୋଜନ ପାଇଁ କରୁଥିଲେ ପ୍ରସ୍ତୁତି
ମଧ୍ୟ ପ୍ରଦେଶର ନରସିଂହପୁରରୁ ସୋମବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମହନ୍ତ କନକ ବିହାରୀ ଦାସ ମହାରାଜଙ୍କ ମୃତ୍ୟୁ ଘଟିଛି। ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର ଡିଭାଇଡର୍ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା।…