Browsing Tag

ram mandir

ଅଯୋଧ୍ୟା : ରାମନବମୀରେ ରାମଲଲାଙ୍କ ଅଭିଷେକ କଲେ ସୂର୍ଯ୍ୟଦେବ, ଶୋଭା ବଢାଇଲା ସୂର୍ଯ୍ୟତିଳକ

ରାମନବମୀ ଅବସରରେ ଅଯୋଧ୍ୟାରେ ବିରାଜିତ ହୋଇଥିବା ରାମଲଲାଙ୍କ ସୂର୍ଯ୍ୟତିଳକ ହୋଇଛି । ବୈଜ୍ଞାନିକ ମାନେ ଦର୍ପଣ ଜରିଆରେ ଭଗବାନଙ୍କ ସୂର୍ଯ୍ୟତିଳକ କରିଛନ୍ତି । ଏହି ସୂର୍ଯ୍ୟ କିରଣ ପ୍ରାୟ ୪ ମିନିଟ ପର୍ଯ୍ୟନ୍ତ ପଡି ରାମଲଲାଙ୍କ ଲଲାଟର ଶୋଭା ବଢାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ…

ନକ୍ସଲ ଆଦେଶ ପରେ ୨୧ ବର୍ଷ ଧରି ବନ୍ଦ ପଡ଼ିଥିଲା ରାମ ମନ୍ଦିର, ସଫାସୁତରା କରି ପୂଜାପାଠ ଆରମ୍ଭ କଲେ CRPF ଯବାନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କୁ ୫୦୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଏମିତି ହିଁ ନକ୍ସଲ ପ୍ରଭାବିତ ଛତିଶଗଡ଼ର ସୁକମା ଜିଲ୍ଲାରେ ରାମ ମନ୍ଦିରର କପାଟ ଖୋଲିବାକୁ ଗ୍ରାମବାସୀ ୨୧ ବର୍ଷରୁ ଅପେକ୍ଷା କରି ରହିଛନ୍ତି । ନକ୍ସଲଙ୍କ ଆଦେଶ ପରେ ୨୦୦୩ରେ ମନ୍ଦିରରେ ପୂଜାପାଠ…

ମନ୍ତ୍ରୀମଣ୍ଡଳ ଧରି ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ, ରାମଲାଲାଙ୍କୁ କଲେ ଦର୍ଶନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ରାମଲାଲାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ସକାଳ ୯ଟାରେ ଲକ୍ଷ୍ନୌର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ଅଯୋଧ୍ୟା ବାହାରିଛନ୍ତି । ଅଯୋଧ୍ୟାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ…

ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନର ସମୟ ନିର୍ଘଣ୍ଟ, ଜାଣନ୍ତୁ କେତେବେଳେ ହେବ ମଙ୍ଗଳ ଆଳତି ଓ ଶୟନ ଆଳତି

ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରରେ ଭଗବାନଙ୍କ ଆଳତି ଏବଂ ଦର୍ଶନର ସମୟ ନିର୍ଘଣ୍ଟ ବିଷୟରେ ସୂଚନା ଦେଇଛି । ପ୍ରାଣ ପ୍ରତିଷ୍ଠା ପରଠାରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଏହାକୁ ନଜରରେ ରଖି ଟ୍ରଷ୍ଟ ସମୟ ନିର୍ଘଣ୍ଟ ଜାରି କରିଛି । ଏଥିରେ ପ୍ରଭୁ ରାମଲାଲାଙ୍କ…

ରାମଲାଲାଙ୍କ ମୂର୍ତ୍ତିରୁ ଆସୁଛି ଚମକ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଖାଯାଇ ନଥିଲା ଏମିତି

ସରିଛି ଅଯୋଧ୍ୟା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳର ସହ ଅପେକ୍ଷା କରିଛନ୍ତି । କିନ୍ତୁ ବର୍ତ୍ତମାନ ରାମଲାଲାଙ୍କ ମୂର୍ତ୍ତିର ରୂପ ବଦଳି ଯାଇଛି । କଥା ଟା ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ କଥାଟା ସମ୍ପୂର୍ଣ୍ଣ ଭାବେ ସତ । ଏ ଚମକ ଗର୍ଭ…

ରାମଲାଲାଙ୍କ ଦର୍ଶନ ପାଇଁ ଦ୍ୱୀତିୟ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ, ବୟସ୍କ ଏବଂ ଦିବ୍ୟାଙ୍ଗ ୨ ସପ୍ତାହ ନ ଆସିବାକୁ ଅପିଲ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇସାରିଛି । ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ରାମଲାଲା । ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ପହଞ୍ଚିଛି । ଭକ୍ତଙ୍କ ଭିଡ ଦେଖି ପ୍ରଶାସନ ଏକଜୁଟ ହୋଇପଡିଛି । ରାତିରୁ ରାମମନ୍ଦିର ବାହାରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଏହା…

ଅଯୋଧ୍ୟାରେ ଅସମ୍ଭାଳ ଭିଡ଼, ସମସ୍ତ ଭକ୍ତ ଆଜି କରିପାରିବେ ନାହିଁ ଦର୍ଶନ !

ଅଯୋଧ୍ୟାରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ । ଆଉ ରାମ ମନ୍ଦିରରେ ଭିଡ଼ । ଆଜି ସକାଳ ୮ଟାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀରାମ । ଜନସମୁଦ୍ର ପାଲଟିଛି ମନ୍ଦିର ପରିସର । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଗତକାଲି ବିଳମ୍ବିତ ରାତିରୁ ଲାଗିଛି ଭକ୍ତଙ୍କ ଭିଡ଼ । ହଜାର…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ଦୀପୋତ୍ସବର ଧୁମ୍‌, ଦୀପରେ ସଜେଇ ହେଲା ଅଯୋଧ୍ୟା

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ସାରା ଦେଶରେ ଆରମ୍ଭ ହୋଇଯାଇଛି ଦୀପୋତ୍ସବ । ଅଯୋଧ୍ୟା, ହନୁମାନଗଡ଼ିରେ ଦୀପ ଜଳାଯାଇଛି । ଏହି ଶୁଭ ଅବସରକୁ ଦିଲ୍ଲୀର ରାଜରାସ୍ତାରେ ମଧ୍ୟ ଭବ୍ୟତାର ସହ ପାଳନ କରାଯାଉଛି । ଆଜିର ଦିବ୍ୟ ଆୟୋଜନ ଏବଂ ରାମ ମନ୍ଦିର ଉଦ୍‌ଘାଟନ ଅବସରରେ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ; କହିଲେ, ‘ଯେଉଁଠି ତିଆରି ହୋଇଛି ମନ୍ଦିର, ସେଠି ନିର୍ମାଣ ହେବାର…

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ମନ୍ଦିର ପରିସରରେ ପ୍ରାଣ ପ୍ରତିଷ୍ଠା ପରେ ଉପସ୍ଥିତ ଅତିଥିବୃନ୍ଦଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ‘ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି’ । ସିଏମ୍‌ ଯୋଗୀ କହିଛନ୍ତି ଯେ ‘ଆଜିର…

ନ୍ୟୁୟର୍କ ଟାଇମ୍ସ ସ୍କୋୟାର ହେଲା ରାମମୟ, ଭକ୍ତିରେ ବୁଡିଲେ ଭାରତୀୟ

ଆଉ ମାତ୍ର କିଛି ସମୟ ବାକି । ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କୁ ସ୍ୱାଗତ ପାଇଁ ସମଗ୍ର ଭାରତ ଚାହିଁ ରହିଛି । ଏଥିପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ରାମମୟ ହୋଇଛି ଟାଇମ୍ସ ସ୍କୋୟାର । ଆମେରିକାର ଟାଇମ୍ସ ସ୍କୋୟାରରେ ମଧ୍ୟ ଶ୍ରୀରାମଙ୍କୁ ସ୍ୱାଗତ…

ମହାକାଶରୁ କେମିତି ଦେଖାଯାଉଛି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ? ISRO ଦେଖାଇଲା ଝଲକ୍‌

ଉତ୍ତର ପ୍ରଦେଶର ଅଯୋଧ୍ୟା ଜିଲ୍ଲାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ତିଆରି କରାଯାଇଛି । ଆସନ୍ତାକାଲି ମନ୍ଦିରର ଶୁଭ ଉଦ୍‌ଘାଟନ କରାଯିବ । ଏହାସହିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାରି ଭିତରେ ରାମଲାଲାଙ୍କ ଭବ୍ୟ ମନ୍ଦିରର ସାଟେଲାଇଟ୍‌ ଫଟୋ ସାମ୍ନାକୁ ଆସିଛି । ଏହି ସାଟେଲାଇଟ୍‌…