Browsing Tag

ram mandir

ଅଯୋଧ୍ୟା: ଜାନୁୟାରୀ ୨୨ରେ ଲ୍ୟାଣ୍ଡ୍‌ କରିବ ୧୦୦ରୁ ଅଧିକ ଚାର୍ଟର୍ଡ ବିମାନ, ଆସିବେ ୮୦୦୦ VVIP ଅତିଥି

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ୧୦୦ରୁ ଅଧିକ ଚାର୍ଟର୍ଡ ବିମାନ ଅଯୋଧ୍ୟା ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିବ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ନେଇ ଆଶା ରଖିଛନ୍ତି । ଅଯୋଧ୍ୟାରୁ ଅହମ୍ମଦାବାଦ ବିମାନର ଉଦ୍‌ଘାଟନ ପାଇଁ ଇଣ୍ଡିଗୋ ଦ୍ୱାରା ଆୟୋଜିତ ଭର୍ଚୁଆଲ…

ରାମ ଭକ୍ତଙ୍କ ଅନନ୍ୟ ଯାତ୍ରା, ଚାଲି ଚାଲି ଯିବେ ବ୍ରହ୍ମପୁରରୁ ଅଯୋଧ୍ୟା

ଜୟ ଶ୍ରୀରାମ ନାରା ଦେଇ ବାହାରିଛନ୍ତି ସୁଦୂର ଅଯୋଧ୍ୟାକୁ । ସୃଷ୍ଟି କରିଛନ୍ତି ଭକ୍ତି ଭାବର ଅନନ୍ୟ ଉଦାହରଣ । ଦୂର ବାଟକୁ ନେଇ ମନରେ ଟିକେ ବି ଭୟ ନାହିଁ । ଭକ୍ତି ଭାବନା ଥିଲେ ପଥର ବି ଫୁଲ ହୋଇଯାଏ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଏ ୪ ଯୁବକ । ଚାଲି ଚାଲି ଯିବେ ଅଯୋଧ୍ୟା ।…

ରଣଦୀପ ହୁଡ୍ଡାଙ୍କୁ ମିଳିଲା ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର, ପତ୍ନୀଙ୍କ ସହ ଫଟୋ ସେୟାର କଲେ ଅଭିନେତା

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହି ସମାରୋହରେ ସାମିଲ ହେବା ପାଇଁ ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଆମନ୍ତ୍ରଣ କରାଯାଇଛି । ରଣଦୀପ ଅଫିସିଆଲି ଭାବେ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ଅଭିନେତା ନିମନ୍ତ୍ରଣ ପତ୍ର ଗ୍ରହଣ କରିବାର ଏକ ଫଟୋ…

ଅନ୍ତର୍ଜାତୀୟ ସ୍ତରରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା, ୧୬୦ ଦେଶରେ ଲାଇଭ୍‌ ଟେଲିକାଷ୍ଟ୍‍

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏହି ଆୟୋଜନକୁ ନେଇ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ରହିଛି ଉତ୍ସବର ମାହୋଲ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ବିଶ୍ୱର ୫୦ରୁ ଅଧିକ ଦେଶରେ ଲାଇଭ୍‌ ଟେଲିକାଷ୍ଟ୍‍ କରାଯିବ ।…

‘ପ୍ରାଣ ପ୍ରତିଷ୍ଠା ଦିନ ଆମ ଘରକୁ ଆସନ୍ତୁ ରାମଲାଲା’…ଉତ୍ତର ପ୍ରଦେଶରେ ଗର୍ଭବତୀ ମହିଳା କଲେ ଡାକ୍ତରଙ୍କୁ ଅନୁରୋଧ

ଜାନୁୟାରୀ ୨୨ରେ କମ୍ପିବ ଅଯୋଧ୍ୟା । ଏହି ଦିନ ହେବ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା, ଯାହାକୁ ନେଇ ଏବେ ପୂରା ଦେଶରେ ଉତ୍ସବର ମାହୋଲ । କେବଳ ଏତିକି ନୁହେଁ, ଏହି ଶୁଭ ଅବସରରେ ସନ୍ତାନ ଜନ୍ମ କରିବାକୁ ଅଧିକାଂଶ ଗର୍ଭବତୀ ମହିଳା ଅନେଇ ବସିଛନ୍ତି । ଉତ୍ତର ପ୍ରଦେଶର ସବୁଠୁ ବଡ଼ ସରକାରୀ…

ତାଳଚେରରୁ ଅଯୋଧ୍ୟା ଅଭିମୁଖେ ଶୁଭମ, ଚାଲି ଚାଲି ଯିବେ ୧୦୦୦ କିଲୋମିଟର

ଆଉ ମାତ୍ର କିଛି ଦିନର ଅପେକ୍ଷା । ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁୟାରୀ ୨୨ରେ ହେବାକୁ ଯାଉଛି । ସେଥିପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ହେଉଛି କାମ । ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ…

ରାମ ମନ୍ଦିର ଏବଂ ଯୋଗୀଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ୨ ଜଣଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ମାରିବା ପାଇଁ ଧମକ ଦେବା ପରେ ୟୁପି ପୋଲିସ ସତର୍କ ହୋଇ ଯାଞ୍ଚ ଆରମ୍ଭ କରିଥିଲା । ସୋସିଆଲ ମିଡିଆରେ ଏମାନେ ରାମ ମନ୍ଦିର ଏବଂ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଉପବାସ ବ୍ରତ ରଖିବେ ପ୍ରଧାନମନ୍ତ୍ରୀ ମୋଦି, ସରଯୁ ନଦୀରେ କରିପାରନ୍ତି ସ୍ନାନ

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ ହେବ । ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଗୁପ୍ତ ମତଦାନ ଜରିଆରେ ମନ୍ଦିର ପାଇଁ ମୂର୍ତ୍ତି ଚୟନ ସରିଯାଇଛି । ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ…

ରାମ ମନ୍ଦିରରେ ପୂଜା ପାଇବେ ବାଳକ ରାମ, ମୂର୍ତ୍ତି ତିଆରି କରିଛନ୍ତି ଯୋଗୀରାଜ ଅରୁଣ

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପାଖେଇ ଆସୁଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏଥିପାଇଁ ସବୁକିଛି ଜୋରସୋରରେ କାମ ଆଗେଇ ଚାଲିଛି । ଭଗବାନ ରାମ ବାଳକ ଭାବେ ରାମ ମନ୍ଦିରରେ ବିରାଜ କରିବେ । ଏଥିପାଇଁ ମୂର୍ତ୍ତି ଚୟନ ହୋଇସାରିଛି ।…

ରାମମନ୍ଦିରକୁ ଉପହାର ଦେଲେ ପରିବା ବିକାଳୀ, ୯ ଦେଶର ସମୟ ଦେଖାଇବ ଏହି ବିଶ୍ୱ ଘଣ୍ଟା

ପ୍ରଭୁ ଶ୍ରୀ ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହେଉଛି । ଆସନ୍ତା ମାସ ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭ ଉଦ୍‌ଘାଟନ କରିବେ । ରାମ ମନ୍ଦିରର ଶୁଭ ଉଦଘାଟନ ପୂର୍ବରୁ ସାରା ବିଶ୍ୱରେ…

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତ, କାଶୀ ପଣ୍ଡିତ ଚୟନ କଲେ ସମୟ

ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦ୍‌ଘାଟନ କରିବେ । ଆଉ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ବେଶ ଶୁଭ ମୁହୂର୍ତ୍ତ । ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର ସମଗ୍ର ବିଶ୍ୱରୁ ୭ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…