Browsing Tag

ram setu

ଫିଲ୍ମ ‘ରାମସେତୁ’ର ଟ୍ରେଲର ରିଲିଜ, ପାଣିରେ ଚାଲୁଥିବାର ନଜର ଆସିଲେ ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ରାମ ସେତୁ’ ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଥିଲା। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଆସନ୍ତା ୨୫ ତାରିଖରେ ଦୀପାବଳି ଅବସରରେ ରିଲିଜ ହେବ। ଏହି ଫିଲ୍ମରେ ଆକ୍ସନ, ଥ୍ରୀଲର ଏବଂ ରୋମାଞ୍ଚ ଭରି…

‘ରାମ ସେତୁ’ର ଦମ୍‌ଦାର ଟିଜର ରିଲିଜ୍‌; ଭିନ୍ନ ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର; ଆକ୍ସନ ଓ ରୋମାଞ୍ଚରେ ଭରପୂର ରହିଛି…

ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମ ୨୫ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ଏଥି ପୂର୍ବରୁ ଅଭିନେତା ସୋସିଆଲ ମିଡିଆରେ ଏହାର ପ୍ରଥମ ଝଲକ୍‌ ଫ୍ୟାନ୍‌ମାନଙ୍କୁ ଦେଖାଇଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ରାମ…

ରାମ ସେତୁ ପଥର ଉପରେ ଗବେଷଣା: ପାଣିରେ ଭାସୁଥିବା ପଥରରେ ନିର୍ମାଣ ହୋଇପାରିବ ଘର ଓ ବ୍ରିଜ

ନୂଆଦିଲ୍ଲୀ : ଉଜ୍ଜୟିନୀର ବିକ୍ରମ ବିଶ୍ୱବିଦ୍ୟାଳୟ ନିକଟରେ ରାମ ଚରିତ ମାନସ ବିଜ୍ଞାନ ନାମରେ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରିଛି। ଅନୁସନ୍ଧାନରେ କୁହାଯାଇଛି ଯେ ରାମ ସେତୁରେ ସ୍ଥାପିତ ପଥରଗୁଡିକର ଗଠନ କ’ଣ, ଏହା କେତେ ଓଜନ ବହନ କରିପାରିବ ? ତାହା ଉପରେ ଗବେଷଣା କରାଯିବ। ଯଦି…

୨୦୨୨ ଦୀପାବଳିରେ ପରଦାକୁ ଆସିବ ଅକ୍ଷୟ କୁମାରଙ୍କ ‘ରାମସେତୁ’, ଏଥରକ ରିଲିଜ୍‌ ହେଉଛି ‘ସୂର୍ଯ୍ୟବଂଶୀ’

ଅକ୍ଷୟ କୁମାରଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାମ ସେତୁ ମଧ୍ୟ ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ୨୦୨୧ରେ ନୁହେଁ, ବରଂ ୨୦୨୨ରେ। ସୂଚନାଯୋଗ୍ୟ ଯେ ଏବର୍ଷ ଦୀପାବଳିରେ ଅକ୍ଷୟଙ୍କର ସୂର୍ଯ୍ୟବଂଶୀ ପରଦାକୁ ଆସୁଥିବା ବେଳେ ଆସନ୍ତାବର୍ଷ…

‘ରାମସେତୁ’ର ରିଲିଜ ପାଇଁ ଅକ୍ଷୟ କୁମାର ବୁକ୍‌ କଲେ ୨୦୨୨ର ଦୀପାବଳି, ଅଯୋଧ୍ୟାରେ ହେବ ଫିଲ୍ମର ସୁଟିଂ

ବଲିଉଡ ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିର ସବୁଠାରୁ ବ୍ୟସ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଏପରିକି କରୋନାଭାଇରସର ବିପଦ ମଧ୍ୟରେ ଅକ୍ଷୟ କୁମାର ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ' କିଛିଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା । 'ଲକ୍ଷ୍ମୀ'…

ଅଯୋଧ୍ୟାରେ ‘ରାମସେତୁ’ର ସୁଟିଂ କରିବାକୁ ଚାହୁଁଛନ୍ତି ଖିଲାଡି କୁମାର, ମୁଖ୍ଯମନ୍ତ୍ରୀ ଯୋଗୀଙ୍କୁ ମାଗିଲେ ଅନୁମତି

ଉତ୍ତର ପ୍ରଦେଶରେ ତିଆରି ହେବାକୁ ଯାଉଥିବା ଭବ୍ଯ ଫିଲ୍ମ ସିଟି ନିର୍ମାଣକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖିବାକୁ ମିଳିଛି। ବିଶ୍ବସ୍ତରୀୟ ଫିଲ୍ମ ସିଟି ନିର୍ମାଣ କରିବାକୁ ଘୋଷଣା କରିଥିବା ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଏହି ମିଶନ ପାଇଁ ଜୋରସୋରରେ କାମ ଆରମ୍ଭ…