ଶସ୍ୟରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କର ଭବ୍ୟ ଚିତ୍ର, ଦେଖିଲେ ଆଖି ଲାଖିଯିବ
ଶସ୍ୟରେ ନିର୍ମାଣ କରାଯାଇଛି ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚିତ୍ର । ନେପାଳର ଜନକପୁରର କିଛି ଆର୍ଟିଷ୍ଟମାନେ ଶସ୍ୟରେ ନିର୍ମିତ ଏକ ଚିତ୍ର ପାଇଁ ବିଶ୍ୱ ରେକର୍ଡ କରିବାକୁ ଚେଷ୍ଟା କରିଛନ୍ତି । ଏହି ଆର୍ଟିଷ୍ଟମାନେ ପ୍ରାୟ ୧୧ ହଜାର ବର୍ଗଫୁଟ ପରିସର ବିଶିଷ୍ଟ ଶ୍ରୀରାମ ଏବଂ ସୀତାଙ୍କ ଚିତ୍ର…