Browsing Tag

Ram Vilas Paswan

‘ବାପା ମୋ ଜୀବନ…’, ମନ୍ତ୍ରୀ ହେବା ପରେ ଚିରାଗ ପାସଓ୍ଵାନ ସେୟାର କଲେ ଭାବପ୍ରବଣ ପୋଷ୍ଟ

ଚିରାଗ ପାସୱାନ ପ୍ରଥମ ଥର ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ହୋଇଛନ୍ତି । ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ଚିରାଗଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ତାଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ କରାଯାଇଛି । ଚିରାଗଙ୍କ ବାପା ରାମବିଳାସ ପାସୱାନ ଉପଭୋକ୍ତା…

ରାମବିଳାସ ପାଶବାନଙ୍କ ସରକାରୀ ବଙ୍ଗଳା ଛାଡ଼ିବା ମୁଡ୍‌ରେ ନାହାନ୍ତି ଚିରାଗ, ନୋଟିସ୍‌ ମିଳିବା ପରେ ସ୍ଥାପନ କଲେ…

ଦିଲ୍ଲୀସ୍ଥିତ ୧୨ ଜନପଥର ବଙ୍ଗଳାକୁ ଖାଲି କରିବା ମୁଡ୍‌ରେ ନାହାନ୍ତି ଲୋକ ଜନଶକ୍ତି ପାର୍ଟିର ସାଂସଦ ଚିରାଗ ପାଶବାନ୍‌। ପିତା ରାମବିଳାସ ପାଶବାନଙ୍କ ନାଁରେ ଆଲର୍ଟ ହୋଇଥିବା ଏହି ବଙ୍ଗଳାକୁ ନ ଛାଡ଼ିବାକୁ ସେ ଏବେ ସେଠାରେ ବାପାଙ୍କର ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ଚିରାଗଙ୍କର ଏହି କାମ…

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଦେହାନ୍ତ,୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଦେହାନ୍ତ। ୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀର  ଏକ ଘରୋଇ ହସ୍ପିଟାଲ ବୁଜିଲେ ଆଖି। ତାଙ୍କ ଦେହାନ୍ତ ନେଇ ଟ୍ବିଟ  ଯୋଗେ ସୂଚନା ଦେଇଛନ୍ତି ପୁଅ ଚିରାଗ ପାଶୱାନ। ଟ୍ବିଟ କରି ଚିରାଗ ଲେଖିଛନ୍ତି ‘‘ମିସ୍ ୟୁ…

ରାମ ବିଳାସ ପାଶଓ୍ଵାନ୍‌ ଆଇସିୟୁରେ ଭର୍ତ୍ତି, ପୁଅ ଚିରାଗ କହିଲେ ସିଟ୍‌ ଭାଗବଣ୍ଟା ଏବେ ନୁହେଁ

ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍‌ଓ୍ଵାନ୍‌ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ପାଶ୍‌ଓ୍ଵାନ ଅଗଷ୍ଟ ୨୪ ତାରିଖରେ ରୁଟିନ ଚେକ୍‌ ଅପ୍‌ ପାଇଁ ଦିଲ୍ଲୀର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।  ହେଲେ ତାଙ୍କର ଅବସ୍ଥା ଖରାପ ଆଡକୁ…

ପିଆଜ ପାଇଁ ଖାଦ୍ୟ ଯୋଗାଣ ସଚିବ ଗଲେ ଦିଲ୍ଲୀ

ନୂଆଦିଲ୍ଲୀ(କେନ୍ୟୁଜ୍): ପିଆଜ ପାଇଁ ସଚିବ ଗଲେ ଦିଲ୍ଲୀ। ବର୍ଦ୍ଧିତ ପିଆଜ ଦର ଯାଞ୍ଚ ଓ କିଣିବା ନେଇ ଖାଦ୍ୟ ଯୋଗାଣ ସଚିବ ଓ ସମବାୟ ବିଭାଗ ସଚିବ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ପାଖରେ ଚାହିଦା ମୁତାବକ ପିଆଜ ମହଜୁଦ ଥିବା ନେଇ କେନ୍ଦ୍ର ଖାଦ୍ୟ ଓ ଯୋଗାଣ…