ଶ୍ରୀଲଙ୍କାରେ ପଡ଼ିଛି ରାମଚନ୍ଦ୍ରଙ୍କ ମୃତଦେହ, ଗୋପ ଆସିବ କେମିତି ?
ଗୋପ (କେନ୍ୟୁଜ୍) : ମାସେ ହେଲା ଶ୍ରୀଲଙ୍କାରେ ପଡି ରହିଛି ମୃତଦେହ । ପୁରୀ ଗୋପ ବ୍ଲକ ଅର୍ନ୍ତଗତ କାହ୍ନପୁର ଗାଁର ରାମଚନ୍ଦ୍ର ବେହେରା ୨୦୧୬ ମସିହାରେ ଶ୍ରୀଲଙ୍କାକୁ ଦାଦନ ଖଟିବାକୁ ଯାଇଥିଲେ । ଦୁଇବର୍ଷ ମଧ୍ୟରେ ରାମଚନ୍ଦ୍ର ମାତ୍ର ଦୁଇଥର ଘରକୁ ଆସିଥିଲେ । ଗତ ଅକ୍ଟୋବର ୧୦ତାରିଖରେ ତାଙ୍କ…