ଆଜି ଟିଭିକୁ ଫେରୁଛି ଲୋକପ୍ରିୟ ଧାରାବାହିକ ‘ରାମାୟଣ’, ପୁରୁଣା ସ୍ମୃତିକୁ ମନେପକାଇଲେ ଅରୁଣ ଗୋଭିଲ୍
ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ହିନ୍ଦୀ ଟିଭି ଶୋ 'ରାମାୟଣ' ସୋମବାର (ଜୁଲାଇ ୩) ରୁ ଟେଲିଭିଜନରେ ଫେରିବାକୁ ଯାଉଥିବା ବେଳେ, ଏହା ସେମାରୁ ଟିଭି ଚ୍ୟାନେଲରେ ସନ୍ଧ୍ୟା ୭ଟା ୩୦ ମିନିଟରେ ପ୍ରସାରଣ ହେବ । ତେବେ ଏହି ଧାରାବାହିକରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ୍…