Browsing Tag

ramayan

ରାମାୟଣରେ ହଜାରେ ଥର ଦେଖିଥିବେ ଏହି ଚେହେରା, କିନ୍ତୁ ଏବେ ଚିହ୍ନିପାରିବେନି

ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ଆରମ୍ଭ ହେବା ପରଠାରୁ ସିରିୟଲର ଷ୍ଟାରମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ଖାସ୍‌ କରି ରାମାୟଣର ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ସୁନୀଲ ଲହରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ରାମାୟଣର ଲକ୍ଷ୍ମଣ ବା…

‘ରାମାୟଣ’ରେ ଏମିତି ସୁଟିଂ ହୋଇଥିଲା କୁମ୍ଭକର୍ଣ୍ଣ ଓ ରାମଙ୍କ ଯୁଦ୍ଧ ସିନ୍‌, ଖୁଲାସା କଲେ ସୁନୀଲ ଲହରୀ

ରାମାନନ୍ଦ ସାଗରଙ୍କ ଶୋ’ ରାମାୟଣ ପୁଣିଥରେ ଟିଭି ପରଦାକୁ ଫେରିଛି। ଦୂରଦର୍ଶନ ପରେ ଏବେ ଏହାର ଟେଲିକାଷ୍ଟ ଷ୍ଟାର ପ୍ଲସ୍‌ରେ ହେଉଛି। ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ରାମାୟଣ ପ୍ରସାରିତ ହେବା ପରଠୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଗତ କିଛି ମାସ ହେଲା ସେ…

ରାମାୟଣ ସୁଟିଂ ଚାଲିଥିବା ବେଳେ ଗଛ ଉପରେ ଝୁଲୁଥିଲା ବିରାଟ ସାପ, ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସୀତା ଲେଖିଲେ..

ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ସୀତା ଭୂମିକାରେ ଅଭିନୟ କରିଥିଲେ ଦୀପିକା ଚିଖଲିୟା ଏବଂ ତାଙ୍କ ଚରିତ୍ର ମଧ୍ୟ ବହୁତ ସ୍ମରଣୀୟ ଥିଲା । ଲକଡାଉନ୍ ସମୟରେ ଦୂରଦର୍ଶନରେ 'ରାମାୟଣ' ପ୍ରସାରିତ ହୋଇଥିଲା ଏବଂ ଏହା ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ପାଇଥିଲା । ତେବେ ରାମାୟଣ ସହିତ ଜଡିତ ଅଭିନେତାମାନେ…

ମାତ୍ର ୬ ବର୍ଷ ବୟସରେ ଶ୍ରୀରାମଙ୍କୁ ବିବାହ କରିଥିଲେ ଦେବୀ ସୀତା, ଜାଣନ୍ତୁ ଜାନକୀଙ୍କ ବିଷୟରେ ୭ଟି ଅଜଣା କଥା

ଜନକ ନନ୍ଦିନୀ ତଥା ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପତ୍ନୀ ଦେବୀ ସୀତାଙ୍କ ଗଣତି ସତୀମାନଙ୍କ ମଧ୍ୟରେ ହୋଇଥାଏ। ବାଲ୍ମିକୀ ରାମାୟଣ ଓ ତୁଳସୀ ରାମାୟଣରେ ସୀତାଙ୍କ ବିଷୟରେ ଭିନ୍ନ ଭିନ୍ନ କଥା ବର୍ଣ୍ଣନା କରାଯାଇଛି। ସୀତାଙ୍କ ଜନ୍ମ, ବିବାହ, ବନବାସ, ହରଣ ଆଦି ସମ୍ପର୍କରେ ପୁରାଣରେ ବିଭିନ୍ନ କଥା…

ହନୁମାନଙ୍କ କାନ୍ଧରେ ବସି ରାମ-ଲକ୍ଷ୍ମଣ ପାର ହୋଇଥିଲେ ସମୁଦ୍ର, ଜାଣନ୍ତୁ କେମିତି ହୋଇଥିଲା ଏହି ସିନ୍‌ର ସୁଟିଂ

କରୋନା ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର କୋଟି କୋଟି ଟଙ୍କା କ୍ଷତି ହେଉଥିବା ବେଳେ ଦୂରଦର୍ଶନ କିନ୍ତୁ ଫାଇଦାରେ ଚାଲିଛି। କାରଣ ଦୂରଦର୍ଶନରେ ଟେଲିକାଷ୍ଟ ହେଉଥିବା ପୁରୁଣା ପୌରାଣିକ ସିରିୟଲର ଟିଆର୍‌ପି ଏବେ ଆକାଶଛୁଆଁ। ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରଥମେ ଦୂରଦର୍ଶନର ସମସ୍ତ ରେକର୍ଡ…

ରାମାୟଣରେ ସୂପର୍ଣ୍ଣଖାର ନାକ କାଟିବାକୁ ଲକ୍ଷ୍ମଣଙ୍କୁ ଦିଆଯାଇଥିଲା ଅସଲି ଖଣ୍ଡା, ସିରିୟଲ ସୁଟିଂ ବେଳର କାହାଣୀ…

ଛୋଟ ପରଦାର ଲୋକପ୍ରିୟ ଅଭିନେତା ସୁନୀଲ ଲହରୀ ବହୁଚର୍ଚ୍ଚିତ ପୌରାଣିକ ସିରିୟଲ ରାମାୟଣର ଜଡ଼ିତ କାହାଣୀ ପ୍ରାୟତଃ ଫ୍ୟାନ୍‌ଙ୍କ ସହ ସେୟାର କରିଥାନ୍ତି। ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ସିରିୟଲରେ ସୁନୀଲ ଲହରୀ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ। ଗତ କିଛି ଦିନ ହେବ ସେ ସୋସିଆଲ…

ରାମାୟଣର ଏହି ସିନ୍‌ ପରେ ରାମାନନ୍ଦ ସାଗରଙ୍କ ନାଁରେ ରୁଜୁ ହୋଇଥିଲା ଏକାଧିକ ମାମଲା, ଖୁଲାସା କଲେ ସୀତା

ରାମାନନ୍ଦ ସାଗରଙ୍କ ରାମାୟଣ ସିରିୟଲ ପୁନଃପ୍ରସାରଣ ପରେ ଟିଭି ଟିଆର୍‌ପିର ସବୁ ରେକର୍ଡ ଭାଙ୍ଗିଛି। ୧୯୮୭ ମସିହାରେ ପ୍ରଥମ ଥର ପାଇଁ ରାମାୟଣ ପ୍ରସାରିତ ହୋଇଥିଲା। ଏହି ସିରିୟଲ୍‌ ସେତେବେଳ ସମୟରେ ସବୁଠାରୁ ହିଟ୍‌ ଶୋ’ ମଧ୍ୟରୁ ଗୋଟିଏ ଥିଲା। ତେବେ ରାମାୟଣ ସିରିୟଲ ଯେତିକି ଲୋକପ୍ରିୟ…

ପୃଥିବୀପୃଷ୍ଠରେ ରହିଥିବା କିଛି ପ୍ରମାଣ ଯାହା କହୁଛି ରାମାୟଣ ସତ

ରାମାୟଣର ବାଲ୍ମୀକି ଆଶ୍ରମ ଆଜି ବି ଏହି ପୃଥିବୀରେ ରହିଛି। ଏକ ଏପରି ସ୍ଥାନ ଯେଉଁଠି ସୀତା ମାତା ପାତାଳଗାମୀ ହୋଇଥିଲେ ଆଜିବି ସେହି ସ୍ଥାନ ରାମାୟଣ ଐତିହାସିକତାର ପ୍ରମାଣ ଦେଉଛି। ବହୁଦିନ ଧରି ଭାରତର ଅନେକ ସ୍ଥାନରେ ବାଲ୍ମୀକି ଆଶ୍ରମ ଥିବାର ଦାବି କରାଯାଇ ଆସୁଛି କିନ୍ତୁ ବିହାରର ବାଲ୍ମୀକି…

ରାମାୟଣକୁ ନେଇ ଫିଲ୍ମ କରିବାକୁ ବାହୁବଳୀର ନିର୍ଦ୍ଦେଶକଙ୍କ ଉପରେ ଚାପ, ଲଗାତାର ଟ୍ୱିଟ କରୁଛନ୍ତି ଫ୍ୟାନ

ନିକଟରେ ପୌରାଣିକ ଧାରାବାହିକ ରାମାୟଣର ପ୍ରସାରଣ ଶେଷ ହୋଇଛି। ଚଳିତ ଥର ରାମାୟଣ ଅନେକ ରେକର୍ଡ କରିଛି। ରିପୋର୍ଟ ମୁତାବକ ଏପ୍ରିଲ ୧୬ ତାରିଖରେ ପ୍ରସାରିତ ହୋଇଥିବା ଏପିସୋଡ଼କୁ ବିଶ୍ୱରେ ସବୁଠୁ ଅଧିକ ଦେଖିଛନ୍ତି। ତେବେ ନିକଟରେ ବାହୁବଳୀ ଫିଲ୍ମ ସିରିଜର ନିର୍ଦ୍ଦେଶକ ଏସ ଏସ ରାଜମୌଲି ସୋସିଆଲ…

ଦୂରଦର୍ଶନରୁ ବିଦାୟ ନେଲା ‘ରାମାୟଣ’, ଭାବୁକ ହୋଇପଡ଼ିଲେ ଦର୍ଶକ, ଜାଣନ୍ତୁ କେଉଁଟା ଥିଲା ସବୁଠାରୁ କଠିନ…

ଦୂରଦର୍ଶନରେ ସମାପ୍ତ ହୋଇଛି 'ରାମାୟଣ'। ରାମାନନ୍ଦ ସାଗରଙ୍କ ଏହି ଲୋକପ୍ରିୟ ପୌରାଣିକ ଧାରାବାହିକର ଶେଷ ଏପିସୋଡ ଶନିବାର ଅର୍ଥାତ 2 ମେ'ରେ ପ୍ରସାରଣ କରାଯାଇଥିଲା। ଏହି ସମୟରେ ଦର୍ଶକ ବେଶ ଭାବୁକ ହୋଇପଡିଥିଲେ। 'ରାମାୟଣ'କୁ ନେଇ ଶନିବାର ରାତିରେ ଟୁଇଟରରେ  #Ramayana,…

ବିଶ୍ୱ ରେକର୍ଡ କଲା ରମାନନ୍ଦ ସାଗରଙ୍କ ରାମାୟଣ, ଗୋଟିଏ ଦିନରେ ଦେଖିଲେ ଏତିକି ଲୋକ

ଦେଶ ବ୍ୟାପୀ ଲକ ଡାଉନ ଘୋଷଣା ହେବା ପରେ ଦୂରଦର୍ଶନ ଚ୍ୟାନେଲ ତରଫରୁ ରାମାନନ୍ଦ ସାଗରଙ୍କ ନିର୍ମିତ "ରାମାୟଣ"ର ପୁନ୍ହ ପ୍ରସାରଣ କରାଯାଇଛି । ଦୀର୍ଘ ୩୩ ବର୍ଷ ପୂର୍ବରୁ ନିର୍ମିତ ରାମାୟଣର ପୁନଃ ପ୍ରସାରଣ ସତ୍ତ୍ୱେ ରାମାୟଣର ଲୋକପ୍ରିୟତା ଟିକେ ବି କମିନାହିଁ । ସିରିଏଲର ଟିଆରପି ରେଟ ଦେଖିଲେ…

ରାବଣଙ୍କୁ ଭେଟି ଆଶୀର୍ବାଦ ନେଲେ ଲକ୍ଷ୍ମଣ, ଫଟୋ ସେୟାର କରି ହେଲେ ଭାବପ୍ରବଣ

ରାମାୟଣ ସିରିୟଲରେ ମାତା ସୀତାଙ୍କୁ ନେଇ ରାବଣ ସହ ରାମ-ଲକ୍ଷ୍ମଣ ଲଢୁଥିଲେ ମଧ୍ୟ ପ୍ରକୃତ ଜୀବନରେ ସେମାନେ ଖୁବ ଭଲ ବନ୍ଧୁ। ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରୀ ରାବଣ ଅରବିନ୍ଦ ତ୍ରିବେଦୀଙ୍କୁ ପୂଜ୍ୟ ମାନିଥାନ୍ତି। ସେ ତାଙ୍କୁ ନିଜ ବଡ଼ ଭାଇ ଭଳି…