Browsing Tag

ramayan

କଣ ଆଜିବି ଦୁନିଆରେ ରହିଛି ସଂଜୀବନୀ ବୁଟି ଯାହା ଆପଣଙ୍କୁ ଟାଣି ଆଣି ପାରିବ ମୃତ୍ୟୁ ମୁଖରୁ ??

ଉତ୍ତରାଖଣ୍ଡର ଦ୍ରୋଣଗିରି ପର୍ବତ, ହିନ୍ଦୁ ମାନଙ୍କର ପବିତ୍ର ଗ୍ରନ୍ଥ ରାମାୟଣରେ ରହିଛି ଏହାର ବିଶେଷ ମହତ୍ତ୍ୱ । କୁହାଯାଏ ଯେ ରାମାୟଣ ଯୁଦ୍ଧ ସମୟରେ ଯେତେବେଳେ ରାବଣର ପୁତ୍ର ଇନ୍ଦ୍ରଜିତ ବୀର ଲକ୍ଷ୍ମଣଙ୍କୁ ଶକ୍ତିଭେଦ କରିଥିଲା ଏବଂ ଲକ୍ଷ୍ମଣ ଅଚେତ ଅବସ୍ଥାରେ ପଡି ରହିଥିଲେ, ସେତେବେଳେ…

ଆଜି ଦିନରେ ଜନ୍ମ ହୋଇଥିଲେ ମହର୍ଷି ବାଲ୍ମିକୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଆଦିକାବ୍ୟ ରାମାୟଣର ରଚୟତା ଜ୍ଞାନି ମହର୍ଷି ବାଲ୍ମିକୀଙ୍କ ଆଜି ଜନ୍ମଦିନ। ତାଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଇଥାଏ।ମହର୍ଷି ବାଲ୍ମିକୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଅର୍ଥାତ ଶରଦ ପୁର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିଲେ। ତେବେ ବାଲ୍ମିକୀ ମହର୍ଷି…

ରାବଣ କିମ୍ବା କୁମ୍ଭକର୍ଣ୍ଣ ନୁହେଁ, ୟେ ଥିଲେ ରାମାୟଣର ସବୁଠାରୁ ଶକ୍ତିଶାଳୀ ରାକ୍ଷସ

ରାମାୟଣ ରେ ଭଗବାନ ରାମ, ହନୁମାନ, ରାବଣ, ବାଳି ଏବଂ କୁମ୍ଭକର୍ଣ୍ଣ ଭଳି ବଡ ବଡ ଯୋଦ୍ଧା ରହିଥିଲେ। କିନ୍ତୁ ରାମାୟଣରେ ଏମିତି ଏକ ଯୋଦ୍ଧା ଥିଲେ ଯିଏକି ସବୁଠାରୁ ଅଧିକ ଶକ୍ତିଶାଳୀ ଥିଲେ। ଥରେ ଅଗସ୍ତ୍ୟ ମୁନି ଯେତେବେଳେ ଆଯୋଧ୍ୟା ଆସିଥିଲେ, ସେତେବେଳେ ପ୍ରଭୁ ଶ୍ରୀରାମଙ୍କୁ କହିଥିଲେ କି…

ରାବଣର ମୃତ୍ୟୁ ପରେ ଭାଇ ବିଭିଷଣକୁ କାହିଁକି ବିବାହ କରିଥିଲେ ମନ୍ଦୋଦରୀ?

ଶ୍ରୀରାମଙ୍କର ଜୀବନି ଓ ରାମାୟଣ ମହାକଥା ବିଷୟରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା। କିପରି ଅହଙ୍କାରୀ ରାବଣକୁ ପ୍ରଭୁ ରାମଚନ୍ଦ୍ର ପରାସ୍ତ କରି ସୀତା ମାତାଙ୍କୁ ଉଦ୍ଧାର କରିଥିଲେ ସେ ବିଷୟରେ କାହାକୁ ବା ଅଛପା ରହିିଛି।ତେବେ ରାବଣ ବଧ ପରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ନେଇ…

ରାମାୟଣରେ ହଜାରେ ଥର ଦେଖିଥିବେ ଏହି ଚେହେରା, କିନ୍ତୁ ଏବେ ଚିହ୍ନିପାରିବେନି

ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ଆରମ୍ଭ ହେବା ପରଠାରୁ ସିରିୟଲର ଷ୍ଟାରମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ଖାସ୍‌ କରି ରାମାୟଣର ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ସୁନୀଲ ଲହରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ରାମାୟଣର ଲକ୍ଷ୍ମଣ ବା…

‘ରାମାୟଣ’ରେ ଏମିତି ସୁଟିଂ ହୋଇଥିଲା କୁମ୍ଭକର୍ଣ୍ଣ ଓ ରାମଙ୍କ ଯୁଦ୍ଧ ସିନ୍‌, ଖୁଲାସା କଲେ ସୁନୀଲ ଲହରୀ

ରାମାନନ୍ଦ ସାଗରଙ୍କ ଶୋ’ ରାମାୟଣ ପୁଣିଥରେ ଟିଭି ପରଦାକୁ ଫେରିଛି। ଦୂରଦର୍ଶନ ପରେ ଏବେ ଏହାର ଟେଲିକାଷ୍ଟ ଷ୍ଟାର ପ୍ଲସ୍‌ରେ ହେଉଛି। ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ରାମାୟଣ ପ୍ରସାରିତ ହେବା ପରଠୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଗତ କିଛି ମାସ ହେଲା ସେ…

ରାମାୟଣ ସୁଟିଂ ଚାଲିଥିବା ବେଳେ ଗଛ ଉପରେ ଝୁଲୁଥିଲା ବିରାଟ ସାପ, ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସୀତା ଲେଖିଲେ..

ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ସୀତା ଭୂମିକାରେ ଅଭିନୟ କରିଥିଲେ ଦୀପିକା ଚିଖଲିୟା ଏବଂ ତାଙ୍କ ଚରିତ୍ର ମଧ୍ୟ ବହୁତ ସ୍ମରଣୀୟ ଥିଲା । ଲକଡାଉନ୍ ସମୟରେ ଦୂରଦର୍ଶନରେ 'ରାମାୟଣ' ପ୍ରସାରିତ ହୋଇଥିଲା ଏବଂ ଏହା ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ପାଇଥିଲା । ତେବେ ରାମାୟଣ ସହିତ ଜଡିତ ଅଭିନେତାମାନେ…

ମାତ୍ର ୬ ବର୍ଷ ବୟସରେ ଶ୍ରୀରାମଙ୍କୁ ବିବାହ କରିଥିଲେ ଦେବୀ ସୀତା, ଜାଣନ୍ତୁ ଜାନକୀଙ୍କ ବିଷୟରେ ୭ଟି ଅଜଣା କଥା

ଜନକ ନନ୍ଦିନୀ ତଥା ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପତ୍ନୀ ଦେବୀ ସୀତାଙ୍କ ଗଣତି ସତୀମାନଙ୍କ ମଧ୍ୟରେ ହୋଇଥାଏ। ବାଲ୍ମିକୀ ରାମାୟଣ ଓ ତୁଳସୀ ରାମାୟଣରେ ସୀତାଙ୍କ ବିଷୟରେ ଭିନ୍ନ ଭିନ୍ନ କଥା ବର୍ଣ୍ଣନା କରାଯାଇଛି। ସୀତାଙ୍କ ଜନ୍ମ, ବିବାହ, ବନବାସ, ହରଣ ଆଦି ସମ୍ପର୍କରେ ପୁରାଣରେ ବିଭିନ୍ନ କଥା…

ହନୁମାନଙ୍କ କାନ୍ଧରେ ବସି ରାମ-ଲକ୍ଷ୍ମଣ ପାର ହୋଇଥିଲେ ସମୁଦ୍ର, ଜାଣନ୍ତୁ କେମିତି ହୋଇଥିଲା ଏହି ସିନ୍‌ର ସୁଟିଂ

କରୋନା ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର କୋଟି କୋଟି ଟଙ୍କା କ୍ଷତି ହେଉଥିବା ବେଳେ ଦୂରଦର୍ଶନ କିନ୍ତୁ ଫାଇଦାରେ ଚାଲିଛି। କାରଣ ଦୂରଦର୍ଶନରେ ଟେଲିକାଷ୍ଟ ହେଉଥିବା ପୁରୁଣା ପୌରାଣିକ ସିରିୟଲର ଟିଆର୍‌ପି ଏବେ ଆକାଶଛୁଆଁ। ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରଥମେ ଦୂରଦର୍ଶନର ସମସ୍ତ ରେକର୍ଡ…

ରାମାୟଣରେ ସୂପର୍ଣ୍ଣଖାର ନାକ କାଟିବାକୁ ଲକ୍ଷ୍ମଣଙ୍କୁ ଦିଆଯାଇଥିଲା ଅସଲି ଖଣ୍ଡା, ସିରିୟଲ ସୁଟିଂ ବେଳର କାହାଣୀ…

ଛୋଟ ପରଦାର ଲୋକପ୍ରିୟ ଅଭିନେତା ସୁନୀଲ ଲହରୀ ବହୁଚର୍ଚ୍ଚିତ ପୌରାଣିକ ସିରିୟଲ ରାମାୟଣର ଜଡ଼ିତ କାହାଣୀ ପ୍ରାୟତଃ ଫ୍ୟାନ୍‌ଙ୍କ ସହ ସେୟାର କରିଥାନ୍ତି। ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ସିରିୟଲରେ ସୁନୀଲ ଲହରୀ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ। ଗତ କିଛି ଦିନ ହେବ ସେ ସୋସିଆଲ…

ରାମାୟଣର ଏହି ସିନ୍‌ ପରେ ରାମାନନ୍ଦ ସାଗରଙ୍କ ନାଁରେ ରୁଜୁ ହୋଇଥିଲା ଏକାଧିକ ମାମଲା, ଖୁଲାସା କଲେ ସୀତା

ରାମାନନ୍ଦ ସାଗରଙ୍କ ରାମାୟଣ ସିରିୟଲ ପୁନଃପ୍ରସାରଣ ପରେ ଟିଭି ଟିଆର୍‌ପିର ସବୁ ରେକର୍ଡ ଭାଙ୍ଗିଛି। ୧୯୮୭ ମସିହାରେ ପ୍ରଥମ ଥର ପାଇଁ ରାମାୟଣ ପ୍ରସାରିତ ହୋଇଥିଲା। ଏହି ସିରିୟଲ୍‌ ସେତେବେଳ ସମୟରେ ସବୁଠାରୁ ହିଟ୍‌ ଶୋ’ ମଧ୍ୟରୁ ଗୋଟିଏ ଥିଲା। ତେବେ ରାମାୟଣ ସିରିୟଲ ଯେତିକି ଲୋକପ୍ରିୟ…

ପୃଥିବୀପୃଷ୍ଠରେ ରହିଥିବା କିଛି ପ୍ରମାଣ ଯାହା କହୁଛି ରାମାୟଣ ସତ

ରାମାୟଣର ବାଲ୍ମୀକି ଆଶ୍ରମ ଆଜି ବି ଏହି ପୃଥିବୀରେ ରହିଛି। ଏକ ଏପରି ସ୍ଥାନ ଯେଉଁଠି ସୀତା ମାତା ପାତାଳଗାମୀ ହୋଇଥିଲେ ଆଜିବି ସେହି ସ୍ଥାନ ରାମାୟଣ ଐତିହାସିକତାର ପ୍ରମାଣ ଦେଉଛି। ବହୁଦିନ ଧରି ଭାରତର ଅନେକ ସ୍ଥାନରେ ବାଲ୍ମୀକି ଆଶ୍ରମ ଥିବାର ଦାବି କରାଯାଇ ଆସୁଛି କିନ୍ତୁ ବିହାରର ବାଲ୍ମୀକି…