ମାଆ, ବାପା ଓ ଭାଇ ସମସ୍ତେ ଛାଡ଼ି ଚାଲିଗଲେ: କେତେ ଦୁଃଖ ଆଉ ସହିଥାନ୍ତା ନାବାଳକ ରମେଶ, ଶେଷରେ ଏମିତି ହେଲା ପରିସ୍ଥିତି
କୋରାପୁଟ : କୋରାପୁଟ ଦଶମନ୍ତପୁର ବ୍ଲକ୍ ପରଜାବେଡ଼ାପଦର ପଞ୍ଚାୟତର ନୂଆଗୁଡ଼ା ଗାଁ । ଏଇ ଗାଁର ପିଲା ରମେଶ ସାଉଁତା । ତାର ଦୁଃଖ କାହାଣୀ ଜାଣିଲେ ଯେକେହିବି କାନ୍ଦି ପକାଇବ । ଛୋଟିଆ ପିଲାଟି କେମିତି ସହିଥାନ୍ତା ଏତେ ଦୁଃଖ ? ସେଥିଲାଗି ବୋଧହୁଏ ଭାଗବାନ ତାକୁ ଏ ଦଶା ଦେଲେ ! …. ଆସନ୍ତୁ…