Browsing Tag

rana couple

ଗିରଫ ହେବାର ୧୧ ଦିନ ପରେ ରାଣା ଦମ୍ପତିଙ୍କୁ ମିଳିଲା ବେଲ୍‌, ହନୁମାନ ଚାଳିଶା ବିବାଦରେ ଫସିଥିଲେ ଜେଲରେ

କେନ୍ୟୁଜ୍(ବ୍ୟୁରୋ): ହନୁମାନ ଚାଳିଶା ବିବାଦରେ ରାଣା ଦମ୍ପତିଙ୍କୁ ଆଶ୍ୱସ୍ତି । ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ମିଳିଲା ଜାମିନ୍‌ । ତେବେ ଆଜି ଜେଲରୁ ବାହାରି ପାରିନାହାନ୍ତି ଉଭୟ । ଗିରଫ ହେବାର ୧୧ ଦିନ ପରେ ରାଣା ଦମ୍ପତିଙ୍କୁ ବେଲ୍‌ ମିଳିଛି ।…