Browsing Tag

ranbir kapoor

ରାମାୟଣ ଫିଲ୍ମରେ ରଣବୀର କପୁରଙ୍କ ଡବଲ ରୋଲ, ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚା ଜୋର

ନିତେଶ ତିୱାରୀଙ୍କ ଦ୍ଵାରା ନିର୍ଦ୍ଦେଶିତ 'ରାମାୟଣ'ର ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳିରେ ରିଲିଜ୍ ହେବ । କିନ୍ତୁ ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଖୁବ୍ ଚର୍ଚ୍ଚାରେ ରହିଛି । ନିକଟରେ 'ରାମାୟଣ'ର ଟିଜର ରିଲିଜ୍ ହୋଇଥିଲା । ରଣବୀର କପୁରଙ୍କୁ ନିତେଶ ତିୱାରୀଙ୍କ ଏହି ମେଗା ବଜେଟ୍ ଫିଲ୍ମରେ…

ହନୁମାନ ଜୟନ୍ତୀରେ ଆସିବ ରାମାୟଣ ଫିଲ୍ମରେ ପ୍ରଥମ ଝଲକ, ସେନ୍ସର ବୋର୍ଡ ତରଫରୁ ମିଳିଲା ଗ୍ରୀନ ସିଗନାଲ୍

ରଣବୀର କପୁର ଅଭିନୀତ ନୀତିଶ ତିୱାରି ନିର୍ଦ୍ଦେଶିତ ଫିଲ୍ମ ରାମାୟଣର ଟିଜର ୨ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମକୁ ଫ୍ୟାନ୍ସ ବହୁତ ଦିନରୁ ଅପେକ୍ଷା କରିଛନ୍ତି । ରିଲିଜ ପୂର୍ବରୁ ଟିଜରକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଗ୍ରୀନ ସିଗନାଲ ଦେଇଛି । ଟିଜର ରିଲିଜ ହେବା…

ପରିବାର ଲୋକଙ୍କ ସହ ଖ୍ରୀଷ୍ଟମାସ ସେଲିବ୍ରେସନ୍ କଲେ ରଣବୀର କପୁର, ସାମ୍ନାକୁ ଆସିଲା ଫଟୋ         

ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ବଲିଉଡ୍ ଷ୍ଟାରମାନେ ଖ୍ରୀଷ୍ଟମାସ ପାର୍ଟିର ଆୟୋଜନ କରିଥାନ୍ତି । ସାଧାରଣତଃ ଏହି ବିଶେଷ ଦିନକୁ ଲୋକମାନେ ସେମାନଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ ପାଳନ କରିଥାନ୍ତି । ସେହିପରି ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଉତ୍ସବକୁ ସେମାନଙ୍କ ପରିବାର…

‘ରାମାୟଣ’ ଫିଲ୍ମ ପାଇଁ ରଣବୀରଙ୍କୁ ଭରସା କଲେ ନିତେଶ ତିୱାରୀ

ରଣବୀର କପୁରଙ୍କୁ ନେଇ 'ରାମାୟଣ' ତିଆରି କରିବାକୁ ନିଷ୍ପତ୍ତି ନେଇ ନିତେଶ ତିୱାରୀ ପୁଣି ଥରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠାଇଛନ୍ତି ଏଥର ଲୋକେ କଣ ନୁଆଁ ଦେଖିବାକୁ ପାଇବେ ?  ସମସ୍ତେ ଜାଣନ୍ତି ଯେ 'ରାମାୟଣ' ହେଉଛି ବାଲ୍ମୀକିଙ୍କ ଦ୍ୱାରା ରଚିତ ଏକ ସଂସ୍କୃତ ମହାକାବ୍ୟ ।  ଯେଉଁଥିରେ…

ଆଲିଆ ଭଟ୍ଟ ପାଳନ କଲେ ଥାର୍ଡ ମ୍ୟାରେଜ୍ ଆନିଭର୍ସରି, ରଣବୀରଙ୍କ ସହ ସେୟାର କଲେ ରେମାଣ୍ଟିକ୍ ଫଟୋ

ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ ସେମାନଙ୍କ ବିବାହର ତିନି ବର୍ଷ ପାଳନ କରିଛନ୍ତି । ରଣବୀର-ଆଲିଆ ୧୪ ଏପ୍ରିଲ୍ ୨୦୨୨ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କୁ ସେମାନଙ୍କର ଥାର୍ଡ ଆନିଭର୍ସରିରେ ସବୁଆଡୁ ଅଭିନନ୍ଦନ ମିଳିଥିଲା । ଆଲିଆ ଏକ ବହୁତ ସୁନ୍ଦର ଫଟୋ ସେୟାର କରି ରଣବୀରଙ୍କ ସହ…

ରାହା ଜନ୍ମ ହେଲାପରେ ବଦଳି ଗଲେ ରଣବୀର, କହିଲେ ଆଲିଆ

ବଲିଉଡର ଖୁବ ଲୋକପ୍ରିୟ ଯୋଡି ହେଉଛନ୍ତି  ଆଲିଆ ଭଟ୍ଟ ଏବଂ ରଣବୀର କପୁର  ।  ଉଭୟଙ୍କର ଏକ ଝିଅଟିଏ ଅଛି ଯାହାର ନାମ ରାହା କପୁର ।  ରଣବୀର ଏବଂ ଆଲିଆ ୨୦୨୨ ମସିହାରେ ବିବାହ କରିଥିଲେ । ସେହି ବର୍ଷ ସେମାନେ ପେରେଣ୍ଟସ ହୋଇଥିଲେ । ରଣବୀରଙ୍କୁ ପ୍ରାୟତଃ ତାଙ୍କ ଝିଅ ରାହାଙ୍କ ସହିତ…

କ୍ରିସମାସ ସେଲିବ୍ରେସନରେ ନଜର ଆସିଲେ ରଣବୀରଙ୍କ ଫ୍ୟାମିଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

କ୍ରିସମାସ ସେଲିବ୍ରେସନରେ ସାମିଲ ହେବାପାଇଁ ରଣବୀର କପୁର ପତ୍ନୀ ଆଲିଆ ଭଟ୍ଟ ଏବଂ ଝିଅ ରାହାଙ୍କ ସହିତ ପହଞ୍ଚି ଯାଇଥିଲେ ।  ଏହି ତିନିଜଣ ଫୋଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ।  ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଅଭିନେତା ରଣବୀର କପୁର ,ତାଙ୍କ ଝିଅ ଏବଂ ପତ୍ନୀ…

‘ରାମାୟଣ’ ରେ ଡବଲ୍ ଧମାକା କରିବେ ରଣବୀର କପୁର, ସାମ୍ନାକୁ ଆସିଲା ୨ଟି ପାର୍ଟର ରିଲିଜ ଡେଟ୍

ଫ୍ୟାନ୍ସମାନେ ରଣବୀର କପୁର ଏବଂ ସାଇ ପାଲ୍ଲଭିଙ୍କ ଅଭିନୀତ ଫିଲ୍ମ 'ରାମାୟଣ' କୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ଆରମ୍ଭରେ, ଫିଲ୍ମର ସେଟରୁ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା, ଯାହା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ଶ୍ରୀରାମଙ୍କ ରୂପରେ ରଣବୀର କପୁରଙ୍କ ଝଲକ ଲୋକଙ୍କ…

ପୁଣିଥରେ ବର ବେଶରେ ନଜର ଆସିଲେ ରଣବୀର କପୁର, ଭାଇରାଲ ହେଉଛି ଭିଡିଓ

ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ 'ରାମାୟଣ' ପାଇଁ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରୁ ଅଭିନେତାଙ୍କ ଲୁକ୍ ମଧ୍ୟ ଭାଇରାଲ ହୋଇସାରିଛି, ଯାହା ପରେ ନିର୍ମାତାମାନେ ଅତି ସାବଧାନୀର ସହ ସୁଟିଂ କରୁଛନ୍ତି ।…

ଫିଲ୍ମ ‘ରାମାୟଣ’ରେ ଶ୍ରୀରାମ ଭୂମିକା ପାଇଁ କାହିଁକି ମନୋନୀତ ହେଲେ ରଣବୀର କପୁର? ଖୁଲାସା କଲେ…

ଏବେ ରଣବୀର କପୁର ତାଙ୍କର ପରବର୍ତ୍ତୀ ଫିଲ୍ମ 'ରାମାୟଣ' ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତା ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ'ରେ ଶ୍ରୀରାମ ଅବତାରରେ ରଣବୀରଙ୍କୁ ଦେଖିବାକୁ ମିଳିବ, ଯେଉଁଥିପାଇଁ ଅଭିନେତାଙ୍କ ଫ୍ୟାନ୍ସମାନେ ବହୁତ ଖୁସି ଅଛନ୍ତି । ଏହି ଫିଲ୍ମରେ ରଣବୀର…

ରଣବୀରଙ୍କ କୋଳରେ ନଜର ଆସିଲେ ରାହା, କ୍ୟୁଟ୍ ସ୍ମାଇଲରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ କ୍ରୁଜ୍ ପ୍ରି ୱେଡିଙ୍ଗ ଉତ୍ସବ ୨୯ ମେ ରୁ ୧ ଜୁନ୍ ପର୍ଯ୍ୟନ୍ତ ଚାଲିଥିଲା, ଅମ୍ବାନୀଙ୍କ ଏହି ଉତ୍ସବରେ ସମଗ୍ର ବଲିଉଡ ମଧ୍ୟ ଅଂଶଗ୍ରହଣ କରିଥିଲା । ଏହି ତାଲିକାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଏହି ଦମ୍ପତି…

ଫାଇନାଲକୁ ଗଲା ରଣବୀରଙ୍କ ଫୁଟବଲ ଟିମ୍, ପତ୍ନୀ ଆଲିଆଙ୍କ ସହ ଏଭଳି କରିଲେ ସେଲିବ୍ରେଟ୍

ବଲିଉଡର ସବୁଠାରୁ ପ୍ରିୟ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ନିଜର ଅନେକ ପ୍ରୋଜେକ୍ଟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ରଣବୀର କପୁର ଖୁବ ଖୁସି ଅଛନ୍ତି କାରଣ ତାଙ୍କ ଫୁଟବଲ ଟିମ 'ମୁମ୍ବାଇ ସିଟି ଏଫସି' ସୋମବାର ଦିନ ମୁମ୍ବାଇ ଫୁଟବଲରେ ଏରେନାରେ ଜିତିବା ପରେ ତାଙ୍କ ଟିମ ଇଣ୍ଡିଆନ…