Odisha News
.
Browsing Tag

ranbir kapoor

ରଣବୀର ଓ ଆଲିଆଙ୍କ ବିବାହ କାର୍ଡ ସମ୍ପର୍କରେ ମତ ରଖିଲେ ମା’, କହିଲେ ଏମିତି…

ବଲିଉଡ୍‌ରେ ଏଇ କିଛିଦିନ ହେବ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫ୍ୟାନ୍‌ମାନେ ମଧ୍ୟ ଉଭୟଙ୍କ ବିବାହକୁ ଚାହିଁ ବସିଛନ୍ତି। ନିକଟରେ ଆଲିଆ ଭଟ୍ଟ ଓ ରଣବୀରଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି କାର୍ଡ ମୁତାବକ ଆଲିଆ ଏବଂ ରଣବୀରଙ୍କ…

ଲକ୍ଷ ଲକ୍ଷ ଟଙ୍କାର କାର ଚଢ଼ୁଥିବା ଏହି ହିରୋ ଚଲାଇଲେ ସ୍କୁଟର, ଭାଇରାଲ ହେଉଛି ଭିଡିଓ

କିଛିଦିନ ତଳେ ନିଜ ଜନ୍ମଦିନ ପାଳନ କରିଥିବା ରଣବୀର ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପରିବାର, ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଜନ୍ମଦିନ ପାଳନ କରିବା ପରେ ଏବେ ରଣବୀର ନ୍ୟୁୟର୍କ ଚାଲିଯାଇଛନ୍ତି। ସେଠାରୁ ରଣବୀରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ରଣବୀର ଗ୍ଲାଇଡର…

ଲଦାଖରେ ଫିଲ୍ମ ‘ଶମଶେରା’ର ସୁଟିଂ କରିବେ ରଣବୀର, କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ହେବା ପରେ ପ୍ରଥମ ବଲିଉଡ ଫିଲ୍ମ ହେବ…

ଜମ୍ମୁ ଓ କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ହେବା ପରେ ସମଗ୍ର ଭାରତରେ ବର୍ଷରେ ଖୁସିର ଲହରି ଖେଳିଯାଇଛି। ଖାସ୍‌ ଏଥିପାଇଁ ବଲିଉଡ ମଧ୍ୟ ଏଠାରେ ଫିଲ୍ମ ସୁଟିଂ ପାଇଁ ତତ୍ପର ରହିଛି। ଏବେ ସମଗ୍ର ବଲିଉଡ କେବଳ ଜମ୍ମୁ କଶ୍ମୀର ନୁହେଁ ଲଦାଖରେ ଫିଲ୍ମ ସୁଟିଂ କରିବା ପାଇଁ ବ୍ୟାକୁଳ…

ପ୍ରଥମଥର ପାଇଁ ରଣବୀରଙ୍କୁ ନେଇ କ’ଣ କହିଲେ ବାପା ଋଷି କପୁର

ପୁଅ ରଣବୀରଙ୍କୁ ନେଇ ପ୍ରଥମ ଥର ପାଇଁ ବାପା ଋଷି କପୁର ମୁହଁ ଖୋଲିଛନ୍ତି। ଚିକିତ୍ସାର ଦୀର୍ଘ ୯ ମାସ ପରେ ଋଷି ନିଜର ମନକଥା କହିଛନ୍ତି। ଋଷି କହିଛନ୍ତି, ଯେତେବେଳେ ରଣବୀର ମୋ କ୍ୟାନସର ବିଷୟରେ ଜାଣିଥିଲେ ଦିଲ୍ଲୀ ଆସି ଜବରଦସ୍ତ ପ୍ଲେନରେ ବସାଇ ଚିକିତ୍ସା ପାଇଁ ନେଇଯାଇଥିଲେ। କିନ୍ତୁ ଏହା…

ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚିନ୍ତାରେ ରଣବୀର କପୁର, ଜାଣନ୍ତୁ କାହିଁକି?

ଚିନ୍ତାରେ ରଣବୀର କପୁର । ଏହାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ରଣବୀର କପୁର ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍‌ ତାରିଖ ଘୁଞ୍ଚିଥିବାରୁ ଚିନ୍ତାରେ ଅଛନ୍ତି। ରଣବୀରଙ୍କ ପୂର୍ବ ସିନେମା ‘ସଂଜୁ’ ରିଲିଜ୍‌ ହେବାର ବର୍ଷକରୁ ଅଧିକ ସମୟ ହୋଇଗଲାଣି। ଆଉ…

ଇମୋସନାଲ ହୋଇ ମିଡିଆ ସାମ୍ନାରେ କଟ୍ରିନା କହିଲେ ରଣବୀରଙ୍କ ସହ ବ୍ରେକଅପ୍ କାହାଣୀ

ମୁମ୍ବାଇ : ବଲିଉଡ଼ରେ ନିଜ ଅଭିନୟ ଦ୍ବାରା ପ୍ରଶଂସକଙ୍କୁ ବଶିଭୂତ କରିଥିବା ଅଭିନେତ୍ରୀ କଟ୍ରିନା କୈଫ ନିଜ ପ୍ରେମସଂପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି। ଏପରିକି ତାଙ୍କର ଶେଷ ଫିଲ୍ମ ଜିରୋରେ ସେ ଏକ ବ୍ରେକ ହୋଇଥିବା ମହିଳାର ଚରିତ୍ର ତୁଲାଇଥିଲେ। ଯାହାକି ବାସ୍ତବରେ ତାଙ୍କ ଜୀବନ ବୋଲି…

ମଇଦାନରେ ଦେଖିବାକୁ ମିଳିଲା ଅଭିଷେକ ଏବଂ ରଣବୀରଙ୍କ ଦୋସ୍ତାନା

ବଲିଉଡର ବହୁ ଷ୍ଟାର ଯାହାଙ୍କୁ ଫୁଟବଲ୍ ପ୍ରତି ଆଗ୍ରହ ରହିଛି। କେବଳ ଏହା ନୁହେଁ ଏହି ଷ୍ଟାର ମାନେ ପ୍ରାୟତଃ ରବିବାର ଦିନ ଗ୍ରାଉଣ୍ଡରେ ଏକାଠି ହୋଇ ମ୍ୟାଚ୍ ଖେଳିଥାନ୍ତି । ଏହି ସମୟରେ ସମସ୍ତଙ୍କ ଭିତରେ ଥିବା ବଣ୍ଡିଙ୍ଗ୍ ଦେଖିବାକୁ ମିଳିଥାଏ । ଏହି ଷ୍ଟାରସ୍ ମାନେ ଏକ ଟିମ୍ ମଧ୍ୟ ବନେଇଛନ୍ତି…

ଫିଲ୍ମଫେୟାର ଆୱାର୍ଡ : ଆଲିଆ କହିଲେ ‘ଆଇ ଲଭ ୟୁ’ ତ ରଣବୀର ଦେଲେ ‘କିସ୍’

ମୁମ୍ବାଇ : ଗତରାତିରେ ଫିଲ୍ମ ଫେୟାର ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି। ଚଳିତ ଥର ଫିଲ୍ମଫେୟାରରେ ଦେଖିବାକୁ ମିଳିଛି କିଛି ଭିନ୍ନ ନଜାରା। ବଲିଉଡ଼ର ନବାଗତ କଳାକାରଙ୍କ ଠାରୁ ଆରମ୍ଭ କରି ପୂରୁଣା କଳାକାର ପର‌୍ୟ୍ୟନ୍ତ ସମସ୍ତେ ନିଜ ଜଲୱା ଏଠାରେ ଦେଖାଇଥିଲେ। ସମାରୋହରେ ବଲିଉଡ଼ର ଅନେକ କଳାକାରଙ୍କୁ…

 ଏକ୍ସ ବଏଫ୍ରେଣ୍ଡକୁ କିସ୍ ପରେ ସ୍ବାମୀଙ୍କ ଗୀତରେ କଲେ ଡ୍ୟାନ୍ସ , ସୋସିଆଲ ମିଡିଆରେ ଭାଇରାଲ ଦୀପିକା-ରଣବୀର

ମୁମ୍ବାଇ : ବଲିଉଡ଼ ଅଭିନେତା ରଣବୀର କପୁର ଏବଂ ଦୀପିକା ପାଦୁକୋଣଙ୍କ ବହୁ ବର୍ଷ ପୂର୍ବେ ବ୍ରେକଅପ୍ ହୋଇଯାଇଥିଲା। ଏବେ ଦୁହେଁ ନିଜସ୍ବ ଜୀବନରେ ଖୁବ୍ ଆଗକୁ ବଢ଼ିସାରିଛନ୍ତି। ଏପରିକି ଦୀପିକା ବଲିଉଡ ଅଭିନେତା ରଣବୀର ସିଂଙ୍କୁ ନିଜ ଜୀବନସାଥି ଭାବେ ମଧ୍ୟ ପସନ୍ଦ କରିସାରିଛନ୍ତି। କିନ୍ତୁ ନିକଟରେ…

ରଣବୀର ଏବଂ ଆଲିଆଙ୍କ ସଂପର୍କରେ ମୋହର ଲଗାଇଲେ ମହେଶ ଭଟ୍ଟ, ଜାଣନ୍ତୁ କଣ କହିଲେ

ମୁମ୍ବାଇ : କିଛି ଦିନ ହେବ ମିଡ଼ିଆରେ ଖୁବ ଚର୍ଚ୍ଚାରେ ରହିଛି ଆଲିଆ ଏବଂ ରଣବୀରଙ୍କ ପ୍ରେମ କାହାଣୀ। ଦୁହିଁଙ୍କ ସଂପର୍କକୁ ନେଇ କିଛି ନା କିଛି ଖବର ମିଡ଼ିଆରେ ଚର୍ଚ୍ଚାର ବିଷୟ ରହିଥାଏ। ଏପରିକି ବଲିଉଡ଼ରେ ପ୍ରାୟ ସମସ୍ତେ ଦୁହିଁଙ୍କ ଯୋଡ଼ିକୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଆପଣଙ୍କୁ କହିବାକୁ…

ରଣବୀରଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଆଲିୟା : କଥାରେ କଥାରେ ପୁରା ପ୍ଲାନ୍ କହିଦେଲେ କରଣ ଜୋହର

କରଣ ଜୋହର, ରଣବୀର କପୁର, ଏବଂ ଆଲିୟା ଭଟ୍ଟ । ଏହି ତିନି ଜଣଙ୍କ ବନ୍ଧୁତା ବଲିଉଡରେ ଖୁବ୍ ଚର୍ଚ୍ଚିତ । ଏହି ତିନି ଜଣ ଏକାଠି କାମ ମଧ୍ୟ କରିଛନ୍ତି । ତେଣୁ ଆଲିୟା ଏବଂ ରଣବୀରଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ କରଣ ଜୋହର ବୟାନ ଦେଇଥାନ୍ତି । ଏବେ ସେମିତି କଥାରେ କଥାରେ ଉଭୟଙ୍କ ବିବାହ କଥା…

ରଣବୀରଙ୍କ ସହ ପ୍ରେମ ସଂପର୍କକୁ ନେଇ ମୁହଁ ଖୋଲିଲେ ଆଲିଆ

ମୁମ୍ବାଇ : ପ୍ରେମ କେବେ ଲୁଚି ରୁହେନା। ବିଟାଉନରେ ସେମିତିରେ ମଧ୍ୟ ପ୍ରତି ଦିନ କାଳାକାରଙ୍କ ପ୍ରେମକାହାଣୀ ଶୁଣିବାକୁ ମିଳିଥାଏ। ଏବେ ନିକଟରେ ରଣବୀର କପୁରଙ୍କୁ ନେଇ ମୁହଁ ଖୋଲିଲେ ଆଲିୟା ଭଟ୍ଟ। ଆଲିୟାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଆସନ୍ତାବର୍ଷ ଆପଣ କଣ ରଣବୀରଙ୍କୁ ବିବାହ କରିବାକୁ…