Browsing Tag

random strip numbers

କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଟିଭି ସ୍କ୍ରିନରେ ଆସୁଥିବା ଏହି ନମ୍ବର ସବୁ କଣ ?

ଟିଭି ତ ନିଶ୍ଚୟ ଆପଣ ଦେଖୁଥିବେ । କିନ୍ତୁ କୌଣସି କାର୍ଯ୍ଯକ୍ରମ ଦେଖିବା ସମୟରେ ଟିଭି ସ୍କ୍ରିନରେ କିଛି ଅଜବ ପ୍ରକାର ନମ୍ବର ମଧ୍ୟ ଦେଖାଯାଇଥାଏ । ଯାହା ଆମକୁ ସମୟ ସମୟରେ ବିରକ୍ତ ମଧ୍ୟ କରିଥାଏ । ହେଲେ କେବେ ଆପଣ ଜାଣିବାକୁ ଚିନ୍ତା କରିଛନ୍ତି କଣ ଏହି ନମ୍ବର ଆଉ କାହିଁକି ଟିଭି ସ୍କ୍ରିନରେ…