ଯୁଯୁମରା ରେ଼ଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ରେଞ୍ଜର ଗୌରୀ ଶଙ୍କର ଦାଶ ନିଲମ୍ବନ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମରା ରେ଼ଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସଦର ରେଞ୍ଜର ଗୌରୀ ଶଙ୍କର ଦାଶଙ୍କୁ ନିଲମ୍ବନ କରାଯାଇଛି। ଯୁଯୁମରା ରେଞ୍ଜରେ ୩ ମାସ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ରାଜ୍ୟ…