ଭିଜିଲାନ୍ସ ଜାଲରେ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ର, ୮ ଏକର ବିଳାଶପୂର୍ଣ୍ଣ ଫାର୍ମ ହାଉସରେ ଚଢାଉ
ଆଠଗଡ : ଆଠଗଡ ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ବିଳାଶପୂର୍ଣ୍ଣ ଫାର୍ମ ହାଉସ ଠାବ ହୋଇଛି। ୮ ଏକର ଜାଗାରେ ନିର୍ମିତ ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଛି । ଫାର୍ମ ହାଉସରେ ରହିଛି ମୟୂର, ଶୁଆ, ଠେକୁଆ ଓ ବତକ । ମନୋରଞ୍ଜନ ପାଇଁ ଭ୍ୟୁ ଟାୱାର ରହିଛି । ଝୁଲିବାକୁ…