Browsing Tag

rani ki bawdi

୯୦୦ ବର୍ଷର ପୁରୁଣା କୂଅ, ଯାହା ଭିତରେ ରହିଛି ୩୦ କିମିର ଲମ୍ବା ସୁଡଙ୍ଗ

ଆଗକାଳରେ ରାଜା ମହାରାଜାମାନେ ନିଜ ରାଜ୍ୟରେ ପାଣିର ଅଭାବ ନରହୁ ତେଣୁ ବିଭିନ୍ନ ସ୍ଥାନରେ କୂଅ ଖୋଳିଥାନ୍ତି। ଭାରତରେ ଏମିତି ହଜାର ହାଜର କୂଅ ରହିଛି। ଯାହା ହାଜର ହାଜର ବର୍ଷ ପରୁଣା। କିନ୍ତୁ ଏମିତି ଏକ କୂଅ ଅଛି, ଯାହାକୁ ‘ରାନୀ କି ବାବଡି’ କୁହାଯାଏ। ପ୍ରକୃତରେ ବାବଡିର ଅର୍ଥ ସିଡିଯୁକ୍ତ…