ମର୍ଦାନୀ-୨ର ଫାଷ୍ଟ ଲୁକ ହେଲା ରିଲିଜ୍ ,ରାଣୀ ଆସିଲେ ଦବଙ୍ଗ ଲୁକରେ ନଜର
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ କିଛି ଦିନ ହେବ ତାଙ୍କର ଅପକମିଂ ଫିଲ୍ମ ମର୍ଦାନୀ-୨ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଆଜି ରାଣୀ ଫିଲ୍ମର ପ୍ରଥମ ଲୁକ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋରେ ରାଣୀ ପୋଲିସ୍ ବର୍ଦିରେ ନଜର…