ପରଲୋକରେ ଅମିତାଭଙ୍କ ସମୁଦି : ଅଧାରୁ ସୁଟିଂ ଛାଡି ଚାଲି ଆସିଲେ ବିଗ୍ ବି
ବିଗ୍ ବି ଅମିତାଭ ବଚ୍ଚନଙ୍କ ସମୁଦି ତଥା ଝିଅ ଶ୍ୱେତା ବଚ୍ଚନଙ୍କ ଶ୍ୱଶୁର ରାଜନ ନନ୍ଦାଙ୍କର ପରଲୋକ ହୋଇଛି । ଏହି ଖବର ପାଇବା ପରେ ଅମିତାଭ ବିଦେଶରୁ ସୁଟିଂ ଛାଡ଼ି ଫେରିଛନ୍ତି । ହେଲେ ଅନ୍ତିମ ସଂସ୍କାର ସମୟରେ ଦିଲ୍ଲୀରେ ପହଂଚିପାରିନାହାଁନ୍ତି । ତେବେ ଅନ୍ତିମ ସସ୍କାରରେ ଯୋଗ ଦେଇଛନ୍ତି…