Browsing Tag

RANJI MATCH-ODISHA ALLOUT 352

ରଣଜୀ ଲଢ଼େଇ : ଗୋଆ ବିପକ୍ଷରେ ପ୍ରଥମ ଇନିଂସ୍‌ରେ ୩୫୨ ରନ୍‌ କରି ଓଡ଼ିଶା ଅଲ୍‌ଆଉଟ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗୋଆ ବିପକ୍ଷରେ ରଣଜୀ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ଦଳ ପ୍ରଥମ ଇନିଂସ୍‌ରେ ୩୫୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଏହା ପରେ ବ୍ୟାଟିଂ ଆରମ୍ଭ କରି ଗୋଆ ଦଳ ୧୦ ଓଭର ସୁଦ୍ଧା ବିନା ଓ୍ଵିକେଟ୍‌ରେ ୨୭ ରନ୍‌ କରିଥିଲା । ଗତକାଲି ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ଦଳ…