ଲତା ମଙ୍ଗେସ୍କରଙ୍କୁ ଅପମାନିତ କରି ପ୍ରବଳ ଟ୍ରୋଲ୍ ହେଲେ ରାନୁ ମଣ୍ଡଳ
ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ । ଦିନେ କୋଲକାତାର ରାଣାଘାଟ ଷ୍ଟେସନ୍ରେ ଭିକ ମାଗୁଥିବା ରାନୁ ମଣ୍ଡଳ ‘ଏକ ପ୍ୟାରକା ନଗମା ହେ..’ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେସନ୍ ହୋଇଯାଇଥିଲେ । ସେହି ରାନୁ ମଣ୍ଡଳ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ଲୋକପ୍ରିୟତା ପାଇଥିବା ବେଳେ…