Browsing Tag

ranu mondal

ପୁଣି ବାହାରିଲେ ରାନୁ ମଣ୍ଡଳ! ଏଥର ନିଜ ହାତରେ ମେକ୍‌ଅପ ନେଇ ଗାଇଲେ ସଲମାନ ଖାନଙ୍କ ଫିଲ୍ମର ଏହି ଲୋକପ୍ରିୟ ଗୀତ

କିଛି ଦିନର ନୀରବତା ପରେ ପୁଣି ବାହାରିଛନ୍ତି ରାନୁ ମଣ୍ଡଳ। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ରାନୁ ମଣ୍ଡଳ ନିଜେ ନିଜର ମେକ୍‌ଅପ କରିଥିବା ଦେଖିବାକୁ ମିଳୁଛି। ଏଥି ସହିତ ସେ ସଲମାନ ଖାନଙ୍କ ଫିଲ୍ମ ‘ତେରେ ନାମ’ର ‘ଓଢଣୀ ଓଢ଼ କେ ନାଚୁ…’…

‘କଚା ବାଦାମ’ ଗୀତକୁ ଏମିତି ଗାଇଲେ ରାନୁ, ମୁଣ୍ଡ ପିଟିଲେ ଲୋକେ! କହିଲେ, ‘ବାସ୍‌, ସେତିକି ଥାଉ, ଆଉ ଗାଅ ନାହିଁ’;…

ଆଜିକାଲି ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ 'କଚା ବାଦାମ' ପୂରା ଛାଇ ଯାଇଛି। ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି। ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି। 'କଚା ବାଦାମ' ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି,…

ଚିକେନ ତରକାରୀ ରାନ୍ଧି ରୋଷେଇର ଜଲଓ୍ଵା ଦେଖାଇଲେ ରାନୁ ମଣ୍ଡଳ, ଖାଇଲେ ଆଉ ଖୁଆଇଲେ

ଇଣ୍ଟରନେଟ ସେନ୍‌ସେଶନ ରାନୁ ମଣ୍ଡଳ ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ତାଙ୍କୁ ରୋଷେଇ ପ୍ରତି ମଧ୍ୟ ବହୁତ ସଉକ ଅଛି? ପଶ୍ଚିମବଙ୍ଗର ଜଣେ ୟୁଟ୍ୟୁବର ରାନୁ ମଣ୍ଡଳଙ୍କ ସହ ଏକ ଭିଡିଓ ଶୁଟ୍‌ କରିଛନ୍ତି, ଯେଉଁଥିରେ ରାନୁ, ୟୁଟ୍ୟୁବରଙ୍କ ସହ ମିଶି…

ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ନୂଆ ଭିଡିଓ, ‘ମନ କେ ମାଗେ ହିତେ’ ଗାଇ ଆସିଲେ ଚର୍ଚ୍ଚାକୁ; ଦେଖନ୍ତୁ ଭିଡିଓ

କିଛି ଦିନ ଧରି ସୋସିଆଲ ମିଡିଆରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ସାମ୍ନାକୁ ଆସିଛନ୍ତି ରାନୁ ମଣ୍ଡଳ। ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ଏବେ ପୁଣିଥରେ ଆଉ ଏକ ଦମ୍‌ଦାର ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ଏଥରକ ଭାଇରାଲ ହେଉଥିବା ଭିଡିଓରେ ରାନୁ…

‘ବଚପନ୍ କା ପ୍ଯାର୍’ ଗୀତ ଗାଇ ପୁଣି ଭାଇରଲ ହେଲେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

କିଛିଦିନ ହେଲାଣି ସୋସିଆଲ ମିଡ଼ିଆରେ ସହଦେବ ଦିରଦୋ ଭାଇରଲ ହୋଇଛନ୍ତି। ପିଲାଟିର ଏକ ଭିଡିଓ ବାଦଶାହଙ୍କର ‘ବଚପନ୍‌ କା ପ୍ୟାର୍‌’ ଗୀତ ଧୂମ୍‌ ମଚାଉଛି । ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଥିବା ବେଳେ ଇନଷ୍ଟାଗ୍ରାମ୍‌ରେ ମଧ୍ୟ ଅନେକ କମେଣ୍ଟ ଆସୁଛି । ଏହି ଭିତରେ ରାନୁ ମଣ୍ଡଳଙ୍କର ମଧ୍ୟ ଏକ…

ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଗଲେ କୁଆଡ଼େ? ଏବେ କେଉଁ ଅବସ୍ଥାରେ ଅଛନ୍ତି ସେ, ଜାଣନ୍ତୁ

କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ସାଜିଥିଲେ ରାନୁ ମଣ୍ଡଳ। ଏହି ଗୀତ ଗାଇ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଷ୍ଟେସନ୍‌ରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କୁ ବଲିଉଡ୍‌ରେ ମିଳିଥିଲା ବିଗ୍‌ ବ୍ରେକ୍‌। ହିମେଶ…

ଏୟାରପୋର୍ଟରେ ରାନୁମଣ୍ଡଳଙ୍କୁ ସେଲ୍ଫି ନେବାକୁ ଡାକିବାରୁ ଦେଲେ ଏମିତି ରିଆକସନ୍‌, ଦେଖନ୍ତୁ ଭାଇରାଲ ଭିଡିଓ

ରେଳ ଷ୍ଟେସନ୍‌ରେ ଗୀତ ଗାଇ ଲାଇମ୍‌ ଲାଇଟ୍‌କୁ ଆସିଥିବା ରାନୁ ମଣ୍ଡଳ ଷ୍ଟାର ହେବା ପରେ ଆଉ ସାଧାରଣ ଲୋକଙ୍କ ସହ ମିଶିବାକୁ ପସନ୍ଦ କରୁନାହାନ୍ତି। ଫ୍ୟାନଙ୍କୁ ବି ସେ ଦୁର୍ବ୍ୟବହାର କରୁଥିବା ଭିଡିଓ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିଲା। ଜଣେ ଫ୍ୟାନ୍‌ ରାନୁଙ୍କୁ ସେଲ୍‌ଫି ନେବାକୁ…

ସାମ୍ନାକୁ ଆସିଲା ଚର୍ଚ୍ଚାରେ ଥିବା ରାନୁ ମଣ୍ଡଳଙ୍କ ମେକଅପ୍‌ ପଛର ରାଜ୍‌, ଦେଖନ୍ତୁ କିଏ ଦେଇଥିଲେ ଏପରି ଲୁକ୍‌

ସୋସିଆଲ ମିଡିଆ ସେନସେସନ୍‌ ରାନୁ ମଣ୍ଡଳ କାନପୁରର ଏକ ଇଭେଣ୍ଟରେ ପହଁଚିଥିଲେ ଏବଂ ସେଠାରେ ସେ ରାମ୍ପ ଓ୍ଵାକ୍‌ ମଧ୍ୟ କରିଥିଲେ। ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। କେବଳ ଭାଇରାଲ ହୋଇନଥିଲା ଏହି ଫଟୋକୁ ନେଇ ଲୋକେ ଟ୍ରୋଲ ମଧ୍ୟ କରିଥିଲେ। ଏହି ଫଟୋରେ…

ମେକଅପ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ ତ ଜବରଦସ୍ତ ସପୋର୍ଟ କଲେ୍‌ ଫ୍ୟାନ୍ସ

ନିଜର ଗୀତ ଏବଂ ଟ୍ୟାଲେଣ୍ଟ ଜରିଆରେ ରାତାରାତି ସୁପରଷ୍ଟାର ହୋଇଥିବା ରାନୁ ମଣ୍ଡଳ ନିକଟରେ ନିଜ ମେକଅପ ଏବଂ ଲୁକ ପାଇଁ ସୋସିଆଲ ମିଡିଆରେ ଲୋକମାନଙ୍କ ଦ୍ୱାରା ଖୁବ ଟ୍ରୋଲ ହୋଇଥିଲେ । ସୋସିଆଲ ମିଡ଼ିଆ ସେନ୍ସେସନ ରାନୁ ମଣ୍ଡଳ ନିକଟରେ କାନପୁରରେ ଥିବା ଏକ କାର୍ଯ୍ୟକ୍ରମକୁ ବହୁତ ସଜବାଜ ହୋଇ…

ଫିଲ୍ମ ପରେ ଏବେ ରେଡିଓ ଷ୍ଟେସନ୍‌ରେ ଗୀତ ଗାଉଛନ୍ତି ରାନୁ ମଣ୍ଡଳ, ଦେଖନ୍ତୁ ଭାଇରାଲ ଭିଡିଓ

ଷ୍ଟେସନ୍‌ରେ ଗୀତ ଗାଇ ଲୋକଲୋଚନକୁ ଆସିଥିବା ରାନୁ ମଣ୍ଡଳ ଏବେ ରେଡିଓରେ ଗୀତ ଗାଉଥିବା ଦେଖିବାକୁ ମିଳିଛି। ନିକଟରେ ରାନୁ ମଣ୍ଡଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଭିଡିଓରେ ରାନୁ ରେଡିଓ ଷ୍ଟେସନ୍‌ରେ ତେରି ମେରି ଗୀତ ଗାଉଥିବା ନଜର ଆସିଛି। ଏହି ଭିଡିଓ କାନ୍‌ପୁରର ଏକ…

ଗୀତ ଛାଡି ମଡେଲିଂ ଆରମ୍ଭ କଲେଣି କି ରାନୁ ମଣ୍ଡଳ? ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆ ସେନସେସନ ରାନୁ ମଣ୍ଡଳ ଏବେ ନିଜ ମେକଅପ୍‌ ପାଇଁ ଅଛନ୍ତି ଚଚ୍ଚାର ଶୀର୍ଷରେ। ନିକଟରେ ଇଣ୍ଟନେଟରେ ତାଙ୍କର ଫଟୋ ଖୁବ୍‌ ଭାଇରାଲ ହେଉଛି ଏବେ କିନ୍ତୁ ରାନୁଙ୍କର ଏକ ଭିଡିଓ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାେଇଦେବ। ଭିଡିଓରେ ରାନୁ ମଣ୍ଡଳ ଫିଲ୍ମ ‘ଫ୍ୟାସନ’ର ଗୀତ ଜଲଓ୍ଵାରେ ରାମ୍ପ…

ଓଭର ମେକ୍‌ଅପ୍‌ ସହ ଗହଣା ଯୋଗୁ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ, ଲୋକେ କହିଲେ ଏମିତି…

କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ଗୀତ ଏକ ପ୍ୟାର୍‌ କା ନଗମା ଗାଇ ଚର୍ଚ୍ଚାର ପରିସରକୁ ଆସିଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥରକ ଗୀତ ପାଇଁ ନୁହେଁ, ବରଂ ମେକ୍‌ଅପ୍‌ ପାଇଁ ଲୋକଲୋଚନକୁ ଆସିଛନ୍ତି ରାନୁ। ନିକଟରେ ରାନୁଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ରାନୁ…