Browsing Tag

ranveer singh

ଚର୍ଚ୍ଚାରେ ରଣବୀରଙ୍କ କାର୍ ଫେରାରି 296 GTB, ଦାମ୍ ପ୍ରାୟ ସାଢେ ୬ କୋଟି ଟଙ୍କା

ପୁଣି ଚର୍ଚ୍ଚାରେ ଧୁରନ୍ଧର ଷ୍ଟାର ରଣବୀର ସିଂହ । ଧୁରନ୍ଧର ଫିଲ୍ମ ପରେ ଡନ୍ ଫ୍ରାଞ୍ଚାଇଜ ଫିଲ୍ମ ଛାଡିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ । ରଣବୀର ନୂଆ ବିଳାସପୂର୍ଣ୍ଣ କାର୍ କିଣିଛନ୍ତି । ଗାଡ଼ି ଚଲାଇବାର ଏକ ଭିଡିଓ ସୋସିଆଲ ମିଡିଆରେ…

ରଣବୀର ସିଂଙ୍କୁ ବଡ଼ ଝଟକା! ଡନ୍ 3′ ବିବାଦ ପରେ ସୁପରଷ୍ଟାରଙ୍କୁ ବ୍ୟାନ୍ ନିଷ୍ପତ୍ତି

ବଲିଉଡ ସୁପରଷ୍ଟାର ରଣବୀରଙ୍କୁ ବଡ଼ ଝଟକା! । ରଣବୀରଙ୍କୁ ବ୍ୟାନ୍ କଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ । ଏକ ବଡ଼ ନିଷ୍ପତ୍ତି କ୍ରମେ, ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ ରଣବୀର ସିଂଙ୍କ ବିରୋଧରେ ଏକ ଆନୁଷ୍ଠାନିକ 'ଅସହଯୋଗ ନିର୍ଦ୍ଦେଶନାମା'…

ଚର୍ଚ୍ଚାରେ ରଣବୀର ସିଂ, ଭଗବାନ ଶିବ ଭୂମିକାରେ ଆସିପାରନ୍ତି ନଜର

ଧୁରନ୍ଧର ପରଠାରୁ ଶିରୋନାମାରେ ରଣବୀର ସିଂ । କିଛି ଫିଲ୍ମ ତାଙ୍କର ଫ୍ଲପ୍ ହୋଇଥିଲା ହେଲେ ଧୁରନ୍ଧର ପରଠାରୁ ତାଙ୍କ କ୍ୟାରିଅରରେ ବଡ଼ ଉନ୍ନତି ଘଟିଛି । ଏବେ ପୁଣି ‘‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’’ ରେ ନଜର ଆସିପାରନ୍ତି ରଣବୀର ସିଂ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମଟି…

ଦ୍ବିତୀୟ ପ୍ରେଗ୍ନେିନ୍ସ ଘୋଷଣା ପରେ ପ୍ରଥମ ଥର ପାଇଁ ନଜର ଆସିଲେ ଦୀପିକା-ରଣବୀର

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ଦ୍ବିତୀୟ ପ୍ରେଗ୍ନେନ୍ସି ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ସାର୍ବଜନିକ ଭାବରେ ନଜର ଆସିଛନ୍ତି । ଆଜି ରଣବୀର ସିଂଙ୍କ ସହିତ ଅଭିନେତ୍ରୀ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲେ । ଦୀପିକା ସିମ୍ପଲ ଗେଟଅପରେ ଷ୍ଟାଇଲିସ୍…

ରଣବୀର ସିଂହଙ୍କ କ୍ଷମାପ୍ରାର୍ଥନାକୁ ସ୍ବୀକାର କଲେ କୋର୍ଟ, ଚାମୁଣ୍ଡେଶ୍ବରୀ ମନ୍ଦିର ଯିବାକୁ ଦେଲେ ନିର୍ଦ୍ଦେଶ

ଧୁରନ୍ଧର ଅଭିନେତା ରଣବୀର ସିଂହଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି । କର୍ଣ୍ଣାଟକ ହାଇକୋର୍ଟ ତରଫରୁ ‘କାନ୍ତାରା ମିମିକ୍ରି କେସ୍’ ରେ ରଣବୀରଙ୍କ ବିନା ସର୍ତ୍ତରେ କ୍ଷମାକୁ ସ୍ବୀକାର କରାଯାଇଛି । ୨୫ ଏପ୍ରିଲରେ ରଣବୀର ଆଫିଡେବିଟ୍ ଦାଖଲ କରିଥିଲେ । କୋର୍ଟ ମୌଖିକ ଭାବେ ଏହି ମାମଲାକୁ ଶେଷ…

ପୁଣି ରଣବୀର-ଦୀପିକାଙ୍କ ଘରକୁ ଆସିବେ ନୂଆ ଅତିଥି, ପ୍ରେଗ୍ନେନ୍ସି କିଟ୍ କଲେ ସେୟାର

ପୁଣି ବାପା-ମା ହେବେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ସିଂ ଏବଂ ଦୀପିକା ପାଦୁକୋନ । ଆଜି ନିଜେ ଦୀପିକା ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଖୁସି ଖବର ଭାଇରାଲ ହେବା ପରେ ଫ୍ୟାନ୍ସ ସେମାନଙ୍କୁ ଶୁଭେଚ୍ଛା…

ଧୁରନ୍ଧର ୨ ଦେଖିବା ପାଇଁ ଅଲ୍ଲୁ ଅର୍ଜୁନଙ୍କ ଥିଏଟର ପହଞ୍ଚିଲେ ପ୍ରଭାସ, କଲେ ପ୍ରଶଂସା

ବାହୁବଳୀ ଷ୍ଟାର ପ୍ରଭାସ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ସହିତ ଫିଲ୍ମ ‘ସ୍ପିରିଟ୍’ରେ କାମ କରୁଛନ୍ତି । କିନ୍ତୁ ନିଜ ବ୍ୟସ୍ତବହୁଳ ସୁଟିଂ ମଧ୍ୟରୁ ସମୟ କାଢି ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର: ଦ ରିଭେଞ୍ଜ’ ଦେଖିବାକୁ ପ୍ରଭାସ ଯାଇଛନ୍ତି । ଧୁରନ୍ଧର ରିଲିଜ ହେବାର ପାଖାପାଖି ୨୦…

‘ଧୁରନ୍ଧର 2’ ସ୍କ୍ରିନିଂ ବେଳେ ଥିଏଟରରେ ଗଣ୍ଡଗୋଳ, ହିନ୍ଦୀ ଏବଂ ତେଲଗୁ ଭର୍ସନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବିବାଦ

ବର୍ତ୍ତମାନ ସମୟରେ ରଣବୀର ସିଂହଙ୍କ ‘ଧୁରନ୍ଧର 2’ ର କ୍ରେଜ୍ ବହୁତ ଅଧିକ ରହିଛି । ସୋସିଆଲ ମିଡିଆରୁ ଆରମ୍ଭ କରି ଥିଏଟର ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେଇ କଥା ହେଉଛନ୍ତି । ଲୋକମାନେ ‘ଧୁରନ୍ଧର 2’ ଦେଖିବା ପାଇଁ ଥିଏଟରରେ ଭିଡ଼ ଜମାଉଛନ୍ତି । ରଣବୀର ସିଂହଙ୍କ ‘ଧୁରନ୍ଧର: ଦି ରିଭେଞ୍ଜ’ ବକ୍ସ…

୫୦୦ କୋଟି ରୋଜଗାର କଲା ‘ଧୁରନ୍ଧର ୨’, ତିନି ଦିନରେ ଜବରଦସ୍ତ ଆୟ

ରଣବୀର ସିଂଙ୍କ ଫିଲ୍ମ ‘ଧୁରନ୍ଧର ୨’ ରିଲିଜର ତୃତୀୟ ଦିନ ଅର୍ଥାତ୍ ଶନିବାର ଭାରତରେ ୧୧୩ କୋଟି ଟଙ୍କା ଆୟ କରିଛି । ଫିଲ୍ମର ପେଡ୍ ପ୍ରିଭ୍ୟୁ (ଦେୟଯୁକ୍ତ ପ୍ରିଭ୍ୟୁ) ସମେତ ତିନି ଦିନରେ ଫିଲ୍ମର ମୋଟ କଲେକ୍ସନ ହୋଇଛି ୩୩୯.୨୭ କୋଟି ଟଙ୍କା । ୧୯ ମାର୍ଚ୍ଚରେ ମୁକ୍ତିଲାଭ କରିଥିଲା ଏହି…

ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ କଲା ଧୁରନ୍ଧର 2, ଫୁଲ୍ ରହୁଛି ଥିଏଟର

ସାରା ବିଶ୍ୱରେ ଚହଳ ପକାଇଛି ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ଧୁରନ୍ଧର: ଦ ରିଭେଞ୍ଜ । ଏହି ଫିଲ୍ମର ପ୍ରଥମ ଦିନର କଲେକ୍ସନ ଇତିହାସ ସୃଷ୍ଟି କରିଛି । ଲୋକମାନେ ଫିଲ୍ମର ଗୀତ ଏବଂ ରଣବୀର ସିଂଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଧୁରନ୍ଧର 2 କୁ ନେଇ ଚର୍ଚ୍ଚା…

ରିଲିଜ ହେଲା ‘ଧୁରନ୍ଧର ୨ ’ ଟ୍ରେଲର, ହମଜା ଚରିତ୍ରରେ ନଜର ଆସିଲେ ରଣବୀର ସିଂ  

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର ୨’ ର ଟ୍ରେଲର ଆଜି ରିଲିଜ ହୋଇଛି । ଯାହା ଖୁବ୍ ଦମଦାର ହୋଇଛି । ପ୍ରଥମ ପାର୍ଟ ଅପେକ୍ଷା ‘ଧୁରନ୍ଧର ୨’ ଦମଦାର ହେବା ସହିତ ଅଧିକ ଆଗ୍ରହପୂର୍ଣ୍ଣ ରହିଛି । ଯାହା ଏହି ଟ୍ରେଲରରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଚମତ୍କାର ଭିଜୁଆଲ୍ସ, ହାଇ-ଷ୍ଟେକ୍ସ…

ରଣବୀର ସିଂଙ୍କ ପାଇଁ ନକଲ କରିବା ପଡିଲା ମହଙ୍ଗା, ଭତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

କର୍ଣ୍ଣାଟକ ହାଇକୋର୍ଟ ଅଭିନେତା ରଣବୀର ସିଂଙ୍କ ସହିତ ଜଡିତ ଥିବା ଏକ ବିବାଦୀୟ ମାମଲାରେ ନୋଟିସ୍ ଜାରି କରିଛନ୍ତି । ଏହି ମାମଲା ଗୋଆରେ ଅନୁଷ୍ଠିତ ହେଉଥିବା ୫୬ତମ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ସମୟରେ ଘଟିଥିବା ଏକ ଘଟଣା ସହିତ ଜଡିତ । ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ…