କପିଲ ଶର୍ମାଙ୍କ ବଡ଼ ଖୁଲାସା, ନିଜ ବିବାହରେ ଡାକି ରଣବୀର ସିଂହ କରିଥିଲେ ‘ଅପମାନିତ’
ଲକ୍ଡାଉନ୍ ଯୋଗୁ ଫିଲ୍ମ ଓ ସିରିୟଲର ସୁଟିଂ ବନ୍ଦ ଥିଲେ ମଧ୍ୟ କଳାକାରମାନେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତେବେ ନିକଟରେ କପିଲ ଶର୍ମା ରଣବୀର ସିଂହଙ୍କୁ ନେଇ କିଛି ଖୁଲାସା କରିଛନ୍ତି। ଲକ୍ଡାଉନ୍ ଯୋଗୁ କପିଲ ଶର୍ମାଙ୍କ ଶୋ’ର ସୁଟିଂ ବନ୍ଦ…