କରୋନା କବ୍ଜାରେ ରଣବୀର ଶୌରୀ, ନିଜକୁ କ୍ୱାରେଣ୍ଟାଇନ୍ କଲେ ଅଭିନେତା
କରୋନା ପ୍ରଭାବ କମିବା ବଦଳରେ ପୁଣିଥରେ ବଢ଼ିବାରେ ଲାଗିଛି। ଏବେ ଅଭିନେତା ରଣବୀର ଶୌରୀଙ୍କୁ ମଧ୍ୟ କରୋନା ହୋଇଛି। ୪୮ ବର୍ଷୀୟ ଏହି ଅଭିନେତା ଟ୍ଵିଟରରେ ଫ୍ୟାନ୍ଙ୍କୁ ନିଜେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ପ୍ରକାଶ ଯେ କରୋନା ମହାମାରୀ ବଲିଉଡ୍ର ବହୁ ଅଭିନେତାଙ୍କୁ ନିଜ…