Browsing Tag

Rape

ରାଜଧାନୀରେ ଲଜ୍ଜା, ହୋଟେଲ ଭିତରେ ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା । ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ । ହୋଟେଲ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ବନ୍ଧା ହେଲା ହୋଟେଲ ମ୍ୟାନେଜର । ରାଜ୍ୟ ବାହାରର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲା ହୋଟେଲ ମ୍ୟାନେଜର ଜୟନ୍ତ କୁମାର ନାୟକ ।…

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ଟ୍ରଲିରେ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକ

ଢେଙ୍କାନାଳ : ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଭାପୁର ଡାକ୍ତରଖାନାକୁ ଟ୍ରଲିରେ ଆଣିଲେ ପରିବାର ଲୋକେ । ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣି ଦେଇଥିଲେ ଦୁବୃର୍ତ୍ତ । ନିକଟରେ ଗାଈ ଚରାଉଥିବା ବ୍ୟକ୍ତି ଉଦ୍ଧାର କରିଥିଲେ । ଅଭାବନୀ ଘଟଣା ଘଟିଛି…

ବିଶ୍ୱାସରେ ବିଷ ଦେଇ ଦେଲା ପୁରୁଷ ବନ୍ଧୁ, କଟକରୁ ପୁରୀ ନେଇ କଲା ଗଣଦୁଷ୍କର୍ମ

କଟକ: କଟକରୁ ନେଇ ପୁରୀରେ ଗଣଦୁଷ୍କର୍ମ ।  କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ । ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଖୋଜୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଛାତ୍ରୀଙ୍କୁ ପୁରୀର ଏକ ହୋଟେଲରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିବା ଜଣା…

ଗୁରୁ ନାଁରେ କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ

ରାଇକିଆ : ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଶିକ୍ଷକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା…

ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗ, ୪ ଅଟକ

ପଟ୍ଟାମୁଣ୍ଡାଇ: ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୪ ଅଟକ। ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ।  ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଅଞ୍ଚଳର ଯୁବତୀଙ୍କ ସହ ପଟ୍ଟାମୁଣ୍ଡାଇ ଥାନା କଦଳୀବଣ ଗାଁର ରାହୁଲଙ୍କର ପ୍ରେମ…

ରାଜଧାନୀରେ ପ୍ରେମ ପ୍ରତାରଣାରୁ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ବ୍ରହ୍ମପୁରରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ। ପ୍ରେମ ପ୍ରତାରଣାରୁ ଯୁବତୀକୁ ଧୋକ୍କା ଦେଇ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ। ବ୍ରହ୍ମପୁରରୁ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ବାପିନି ସାବତ। ଦିର୍ଘ ଦିନ…

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ରାଜଧାନୀରେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ଦୁଷ୍କର୍ମ ।  ପୀଡ଼ିତାଙ୍କ ଘର ଝାଡ଼ଖଣ୍ଡରେ । ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । MLC ବା ମେଡିକୋ ଲିଗାଲ କେସ୍ କରାଯାଇ ତାଙ୍କୁ ଚିକିତ୍ସା କରାଯାଉଛି । କ୍ୟାପିଟାଲ ହସ୍ପିଟାଲ…

ଜଗତସିଂହପୁରରେ ଚାଞ୍ଚଲ୍ୟ, ଛେଳି ଚରାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ଛେଳି ଚରାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ । ବଣ ଭିତରକୁ ଉଠାଇ ନେଇ ଦୁଷ୍କର୍ମ କଲେ ଯୁବକ। ପୀଡିତା ଜଣକ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଅଛନ୍ତି । ଏନେଇ ରଘୁନାଥପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ…

ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ମିଳିଲା ମୃତଦେହ

ତାଳଚେର: ତାଳଚେର ଷ୍ଟେସମରୁ ଯୁବତୀ ନିଖୋଜ ଘଟଣା । ବଂରପାଳବ ଥାନା ଭୋଗବେରେନି ପଂଚାୟତ କେନ୍ଦୁପଲି ଗାଁ ବିଲମାଳରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ କରୁଥିବା…

ପାଳଲହଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ଗିରଫ ହେଲା ଜଣେ ଅଭିଯୁକ୍ତ

ଅନୁଗୁଳ: ଏ ହେଉଛି ସେଦିନ ରାତିର ଲୋମ ଟାଙ୍କୁରା ଦୃଶ୍ୟ । ଏଭଳି ଭାବେ ଗଣ ଦୁଷ୍କର୍ମ ହତ୍ୟା କରାଯାଇଛି କହିଲେ ଲୋମ ଟାଙ୍କୁରି ଉଠିବ । ଶୁଣିଲେ ଛାତି ଥରିବ । ଆଜ୍ଞା ହଁ, ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ପାଳଲହଡା ଉପଖଣ୍ଡ ସିଗଡ଼ ପଞ୍ଚାୟତ ନନ୍ଦିନିପାଲ ଗାଁରେ । ଯାହା ଗତ ୪ ଦିନ ହେବ…

୩୨ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା

ପାଳଲହଡ଼ା: ବବର୍ରତାର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ୩୨ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳାଙ୍କ ମୃତଦେହକୁ ନବନିର୍ମିତ ଅଙ୍ଗନବାଡ଼ି ଘରୁ ଠାବ କରାଯାଇଛି । ଏଭଳି ବିଭତ୍ସ କାଣ୍ଡ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଘଟିଥିବା ନେଇ…

ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଳଲହଡା : ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣା ଘଟିଛି ପାଳଲହଡା ଥାନା ଅଂଚଳରେ । ସୂଚନା ଅନୁଯାଇ, ଗତକାଲି  ପାଳଲହଡା ଥାନା ଅଂଚଳର ଜଣେ  ବିବାହିତ ମହିଳାଙ୍କୁ ଗ୍ରାମର…