ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ପହଞ୍ଚି ନ୍ୟାୟ ଦାବି କଲେ ମହିଳା
ଚାନ୍ଦବାଲି: ଘରେ ନଥିଲେ ଶାଶୂ କି ସ୍ବାମୀ । କୁନି ପୁଅ ସହ ରହୁଥିଲେ ମହିଳା ଜଣକ । ଏହି ସମୟରେ କୁକୁଡ଼ା ମପେଇବା ପାଇଁ ପହଞ୍ଚିଥିଲେ ଜଣେ ବ୍ୟକ୍ତି । ମହିଳା ମଧ୍ୟ କୁକୁଡ଼ା ମପେଇଥିଲେ । ଭାତ ଉତୁରି ପଡ଼ିବାରୁ ଘର ଭିତରକୁ ପଳାଇ ଯାଇଥିଲେ । ସେହି ସମୟରେ ମହିଳାଙ୍କୁ ଏକାକୀ ପାଇ ଭର ଭିତରକୁ…