Browsing Tag

rape and blackmail

ମାଟ୍ରିକ୍‌ରେ ପାସ୍‌ କରାଇ ଦେବାକୁ କହି ଦୁଷ୍କର୍ମ, ତାପରେ ବ୍ଲାକ୍‌ମେଲ୍‌

ଭଞ୍ଜନଗର (କେନ୍ୟୁଜ୍‌) : ମାଟ୍ରିକ୍ ପରୀକ୍ଷାରେ ପାସ୍ କରାଇ ଦେବାକୁ କହି ପ୍ରଲୋଭନ ଦେଖାଇଲା । ଏଥିରେ ମଧ୍ୟସ୍ଥି ସାଜିଲା ସଂପର୍କୀୟ ଭଉଣୀ । ତା'ପରେ ଫୋନ୍ କରି ସଂପୃକ୍ତ ଯୁବତୀକୁ ଡକାଇ ଲସିରେ ନିଶା ଦେଇ ଦୁଷ୍କର୍ମ କଲା । ଅଶ୍ଳୀଳ ଫଟୋ ଉଠାଇଲା । ସେଇ ଫଟୋକୁ ନେଇ ଆରମ୍ଭ ହେଲା ବ୍ଳାକମେଲ୍…