ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ସନ୍ତୋଷ ପଲେଇକୁ ଆଜୀବନ କାରାଦଣ୍ଡ
ଖୋର୍ଦ୍ଧା (କେନ୍ୟୁଜ୍): ଖୋର୍ଦ୍ଧା ନିରାକାରପୁର ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସନ୍ତୋଷ ପଲେଇକୁ ଆଜୀବନ କାରାଦଣ୍ଡ । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରଜାଜ୍ ଦଣ୍ଡ ଶୁଣାଇବା ସହ ୧୭ ହଜାର ଟଙ୍କା ଜରିମାନା କରିଛନ୍ତି ।
୨୦୧୪ରେ ଭଗବାନ ଜେନାଙ୍କ ପତ୍ନୀ ସବିତା…