Browsing Tag

rape case

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ନୂଆ ମୋଡ: ସାମ୍ନାକୁ ଆସିଛି ନ୍ୟୁଜ ଚ୍ୟାନେଲର ଏମ୍‌ଡିଙ୍କ ସହ ପୀଡ଼ିତା…

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ନୂଆ ମୋଡ। ସାମ୍ନାକୁ ଆସିଛି ନ୍ୟୁଜ ଚ୍ୟାନେଲର ଏମ୍‌ଡିଙ୍କ ସହ ପୀଡ଼ିତା ମା’ଙ୍କ ଫୋନ ବାର୍ତ୍ତାଳାପର ଅଡିଓ । ତେବେ ସୂଚନା ଥାଉକି, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଦେଇଛନ୍ତି ପୀଡ଼ିତାଙ୍କ ମାଆ ।…

ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ମାମଲା: ଶିଶୁ ସୁରକ୍ଷା ଅଧିକାର ଆୟୋଗ ଗଲେ ପୀଡ଼ିତାଙ୍କ ମାଆ, ସମ୍ପୃକ୍ତ ନ୍ୟୁଜ୍‌…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ମାମଲା। ଶିଶୁ ସୁରକ୍ଷା ଅଧିକାର ଆୟୋଗ ଗଲେ ପୀଡ଼ିତାଙ୍କ ମାଆ । ପୀଡ଼ିତାଙ୍କ ମାଆଙ୍କ ପକ୍ଷରୁ ତାଙ୍କ ଓକିଲ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତରେ ଅବହେଳା ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ ପାଇଁ DCPଙ୍କୁ ନିର୍ଦ୍ଦେଶ…

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ସଂମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ କର୍ମଚାରୀଙ୍କୁ ପଚରାଉଚରା, ଡିସିପିଙ୍କୁ…

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା । ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍‌ । ସେପଟେ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ମହିଳା କମିଶନ । ଏନେଇ ଡିସିପିଙ୍କୁ ରିପୋର୍ଟ…

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଲା ଦୁଷ୍କର୍ମ ଘଟଣା: କରଞ୍ଜିଆରେ ଦିବ୍ଯାଙ୍ଗ ଯୁବତୀ ଓ ଅସ୍ତରଙ୍ଗରେ ଅଢେଇ ବର୍ଷର ଶଶୁ…

କରଞ୍ଜିଆ/କାକଟପୁର : ପବିତ୍ର ସମ୍ପର୍କରେ ପାପର ଛିଟା । ନିଜ ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲା ଦାଦା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଦିବ୍ଯାଙ୍ଗ ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା ରାକ୍ଷାସ ଦାଦା । ଯାହାଫଳରେ ସେ ସାତ ମାସର ଗର୍ଭବତୀ ହୋଇଥିବା…

ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଇବା ଘଟଣା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ। ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ଘଟଣାର ନିଆଗଲା କାର୍ଯ୍ଯାନୁଷ୍ଠାନ। ଏନେଇ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଳମ୍ବନ କରାଯାଇଛି । ବୀରମିତ୍ରପୁର ଅଞ୍ଚଳରେ ୧୩ବର୍ଷିଆ ନାବାଳିକାଙ୍କୁ ଦୁଇ ପୋଲିସ…

ବର୍ଷକ ତଳେ ଅପହରଣ ହୋଇଥିବା ନାବାଳିକା ଯାଜପୁରରୁ ଉଦ୍ଧାର, ବର୍ତ୍ତମାନ ୩ମାସର ଗର୍ଭବତୀ

ଭୁବନେଶ୍ବର: ପୁଣି ଲଜ୍ଜା । ବର୍ଷକ ତଳେ ଉତ୍ତରା ଫାଣ୍ଡି ଅଞ୍ଚଳରୁ ଅପହରଣ କରାଯାଇଥିବା ନାବାଳିକା ଯାଜପୁର ମଙ୍ଗରାଜପୁର ଥାନା ଅଧୀନ ପକଟପୁର ଗ୍ରାମକୁ ଉଦ୍ଧାର । ଗତକାଲି ପୋଲିସ୍ ଉକ୍ତ ଗ୍ରାମରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି। ଦୁଃଖର କଥା ନାବାଳିକା ଜଣଙ୍କ ବର୍ତ୍ତମାନ ୩ ମାସର…

ଯାଜପୁର ଧର୍ମଶାଳାରେ ପୁଣି ଲଜ୍ଜ୍ୟା, ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ସମ୍ପର୍କୀୟ ଦାଦା ଗିରଫ

ଯାଜପୁର(କେନ୍ୟୁଜ୍) : ସମ୍ପର୍କରେ କଳଙ୍କ। ଝିଆରୀକୁ ଦୁଷ୍କର୍ମ କରି ସମ୍ପର୍କୀୟ ଦାଦା ଗିରଫ । ଏଭଳି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି  ଯାଜପୁର ଜିଲ୍ଲା ଧର୍ମଶାଳାରୁ। ଯେଉଁଠାରେ ଜଣେ ୮ବର୍ଷର ନାବାଳିକାକୁ ତାର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଗତ ୧୪ ତାରିଖ ରାତିରେ…

ବନ୍ଧା ହେଲେ ଗଣିତ ଶିକ୍ଷକ, ଛାତ୍ରୀଙ୍କୁ ରୁମକୁ ଡାକି ପୁରୀ ଯିବାକୁ କରୁଥିଲେ ବାଧ୍ୟ

ଭୁବନେଶ୍ବର (କେନ୍ୟୁଜ୍) : ବନ୍ଧାହେଲେ ଗଣିତ ଶିକ୍ଷକ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଏକ ଘରୋଇ ସ୍କୁଲର ଗଣିତ ଶିକ୍ଷକ ସଞ୍ଜୟ ପଟ୍ଟନାୟକଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଛାତ୍ରୀଙ୍କ ବାପା ଅଭିଯୋଗ ଅନୁସାରେ ସଞ୍ଜୟ ଶିକ୍ଷା ଆଳରେ ବିଭିନ୍ନ ସମୟରେ…

 ଆଉ ଏକ ନିର୍ଭୟା ମାମଲା : ପୁରୁଷ ବନ୍ଧୁଙ୍କ ସାମ୍ନାରେ ଚଳନ୍ତା ଗାଡିରେ ଯୁବତୀଙ୍କୁ କଲେ ଦୁଷ୍କର୍ମ

ଆପଣ ସବୁଦିନ ଖବରକାଗଜ ହେଉ ଅବା ଟିଭି ସବୁଦିନ ଦୁଷ୍କର୍ମ ଘଟଣା ବିଷୟରେ ନିଶ୍ଚିତ ଖବର ଦେଖୁଥିବେ। ଦିନକୁ ଦିନ ଏହି ଘଟଣାରେ ବଢିବାରେ ଲାଗିଛି। କେଉଁଠି ନାବାଳିକାକୁ ନିଶା ଖୁଆଇ ଦୁଷ୍କର୍ମ କରାଯାଉଛି ତ କେଉଁଠି ଅପହରଣ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏଥିପାଇଁ ଯେତେ କଡା ଆଇନ…

ଚଳନ୍ତା କାରରେ ଆଇନ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଯେତେ କଡ଼ା ଆଇନ୍‌ ପ୍ରଣୟନ ହେଲେ ମଧ୍ୟ ଥମିବାର ନାଁ ଧରୁନି ପାଶବିକ ଅତ୍ୟାଚାର। ଏବେ ପୁଣିଥରେ ଜଣେ ଛାତ୍ରୀଙ୍କୁ ଏକାଧିକ ଯୁବକ ଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି। ଯାହାର ଶୁଣାଣି ଆଜି ହୋଇଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର କାଙ୍କେ ଥାନା ଅଧୀନସ୍ଥ ଆଇନ ବିଶ୍ୱବିଦ୍ୟାଳୟର…

ମୋ ଜନ୍ମ ହିଁ ମୋ ମା’ଙ୍କ ସହିତ ଦୁଷ୍କର୍ମ ହୋଇଥିବାର ପ୍ରମାଣ, ୫୦ ବର୍ଷ ତଳର ଘଟଣାର ହେଲା ଖୁସାଲା

ମୋ ଜନ୍ମ ହିଁ ସେହି କଥାର ପ୍ରମାଣ କି, ମୋ ମା’ଙ୍କ ସହିତ ଦୁଷ୍କର୍ମ ହୋଇଥିଲା । ଜଣେ ମହିଳାଙ୍କର ଏପରି ବୟାନ ଆଧାରରେ ୫୦ ବର୍ଷ ପୂର୍ବେ ତାଙ୍କ ମା’ଙ୍କ ସହିତ ଦୁଷ୍କର୍ମ କରିଥିଲା ଅପରାଧିକୁ ଗିରଫ କରାଯାଇଛି, ଏବଂ ତା ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ତେବେ ପୋଲିସ୍ ଅପରାଧୀକୁ ପଚରା ଉଚରା…