ଯିଏ ଆଜି ରାଖି ବାନ୍ଧୁଛି ସିଏ କାହିଁକି ପୁଣି ଅପରାଧୀ ପାଲଟୁଛି, ନାରୀକୁ ଅସମ୍ମାନ କରୁଛି ?
ପ୍ରତି ଜାଗାରେ ପ୍ରତି କୋଣରେ ଲୁଚିଛନ୍ତି ନରରାକ୍ଷସ । ଏ ଦୁର୍ନୀତିଗ୍ରସ୍ତ ସମାଜରେ ଏହି ରାକ୍ଷସମାନେ ହେଉଛନ୍ତି ସବୁଠାରୁ ଭୟଙ୍କର । ଏମାନେ ମଣିଷ ହୋଇ ମଧ୍ୟ ମଣିଷକୁ ଖାଇ ଯାଆନ୍ତି । ଆମେ କହୁଛୁ ଏଭଳି ଦୁଷ୍କର୍ମକାରୀଙ୍କ କଥା । ଯେଉଁମାନଙ୍କ ଯୋଗୁଁ ଆଜି ନାରୀ ଆଦୌ ସୁରକ୍ଷିତ ନୁହେଁ ।…