ଉତ୍ତର ପ୍ରଦେଶରେ ପୁଣି ଲଜ୍ଜା, ବଳାତ୍କାର ପରେ ଅଭିଯୋଗ କରିବାକୁ ୯୦୦ କିଲୋମିଟର ଯାତ୍ରା କଲେ ପୀଡ଼ିତା
ଉତ୍ତର ପ୍ରଦେଶର ହାଥରସ୍ରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ସପ୍ତାହେ ପୂରିନଥିବା ବେଳେ ଏବେ ପୁଣିଥରେ ଲକ୍ଷ୍ନୌରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି। ଲକ୍ଷ୍ନୌରେ ଜଣେ ୨୨ ବର୍ଷୀୟା ବିବାହିତା ନେପାଳୀ ମହିଳା ବାରମ୍ବାର ନିଜ ପରିଚିତ ଲୋକଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା…